favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG
ଜନ୍ମମାସରୁ ବ୍ୟକ୍ତିତ୍ବର ପରିଚୟ

ଜନ୍ମମାସରୁ ବ୍ୟକ୍ତିତ୍ବର ପରିଚୟ

ଆପଣ କେଉଁ ମାସରେ ଜନ୍ମ ହୋଇଛନ୍ତି ?

ଜାନୁଆରୀ ମାସ


ସୁନ୍ଦରୀ / ସୁଦର୍ଶନ ଯୁବକ, ବେଶପରିପାଟୀ ହେବାପାଇଁ ବ୍ୟାକୁଳ, ସହଜରେ ବିରକ୍ତ ହୁଅନ୍ତି, ସହଜରେ ଖୁସି ହୁଅନ୍ତି ନାହିଁ, ନିଜ ମନୋସ୍ତାତ୍ତ୍ବିକ ଅବସ୍ଥା ବିଷୟରେ କାହାକୁ କିଛି କୁହନ୍ତି ନାହିଁ, ମାନସିକ ଭାବରେ ଆହତ ହେଲେ ସହଜରେ ସେଥିରୁ ମୁକ୍ତ ହୋଇପାରନ୍ତି ନାହିଁ୤ ସମ୍ବେଦନଶୀଳ୤ ନିଜସ୍ଥିତି ବିଷୟରେ ସଚେତନ୤ ଜିଦ୍ଦି୤

ଫେବୃଆରୀ ମାସ

କାଳ୍ପନିକ ବା ଚିନ୍ତାଶୀଳ, ବାସ୍ତବବାଦୀ ତଥାପି ଚିନ୍ତାଶୀଳ୤ ବୁଦ୍ଧିମାନ ଏବଂ ଚତୁର୤ ବ୍ୟକ୍ତିତ୍ବ ଚଳଚଞ୍ଚଳ୤ ଆକର୍ଷକ ବ୍ୟକ୍ତିତ୍ବ୤ ସମସ୍ତଙ୍କ ମଧ୍ୟରେ ସର୍ବାଧିକ କାମୋତ୍ତେଜକ୤ କ୍ଷଣକୋପୀ୤ ନିରବ, ଲଜ୍ଜାଶୀଳ ଏବଂ ବିନମ୍ର୤ ନିଷ୍କପଟ ଏବଂ ବିଶ୍ବସନୀୟ୤ ନିଜ ଲକ୍ଷ୍ୟରେ ପହଞ୍ଚିବାପାଇଁ ତତ୍ପର୤ ସ୍ବାଧୀନ ପ୍ରେମୀ୤ ବନ୍ଧନରେ ରହିବାକୁ ବାଧ୍ୟକଲେ ବିଦ୍ରୋହ କରନ୍ତି୤ କଳହପ୍ରେମୀ୤ ବହୁତ ସମ୍ବେଦନଶୀଳ ଏବଂ ସହଜରେ ଆହତ ହୁଅନ୍ତି୤ ସହଜରେ କ୍ରୋଧିତ ହୋଇଯାଆନ୍ତି, କିନ୍ତୁ କ୍ରୋଧକୁ ଦେଖାନ୍ତି ନାହିଁ୤ ଅନାବଶ୍ୟକ ପଦାର୍ଥକୁ ଘୃଣା କରନ୍ତି୤ ବନ୍ଧୁପ୍ରେମୀ କିନ୍ତୁ ଦେଖାନ୍ତିନାହିଁ୤ ସଂଭୋଗପ୍ରେମୀ୤ ସାହସୀ ଏବଂ ଜିଦ୍ଦି୤ ମହତ୍ବାକାଂକ୍ଷୀ୤ ତୀକ୍ଷ୍‌ଣ୤ ମନୋରଞ୍ଜନ ଏବଂ ବିଳାସ ପ୍ରେମୀ୤ ହୃଦୟରେ ପ୍ରେମପ୍ରବଣ କିନ୍ତୁ ଦେଖାନ୍ତି ନାହିଁ୤ ଋଢ଼ିବାଦୀ ଏବଂ ଉପହାସପୂର୍ଣ୍ଣ୤ ଅତ୍ୟନ୍ତ ଖର୍ଚ୍ଚପ୍ରିୟ୤

ମାର୍ଚ୍ଚ ମାସ

ଆକର୍ଷକ ବ୍ୟକ୍ତିତ୍ବ୤ କାମୋତ୍ତେଜକ ବ୍ୟକ୍ତିତ୍ବ୤ ସ୍ନେହୀ, ଲାଜକୁଳା ଏବଂ ସହଜରେ ଅନ୍ୟମାନଙ୍କ ସହ ମିଶନ୍ତି ନାହିଁ୤ ପ୍ରକୃତିଗତ ଭାବେ ବିଶ୍ବାସଯୋଗ୍ୟ, ଦୟାଶୀଳ ଏବଂ ସମ୍ବେଦନଶୀଳ୤ ଶାନ୍ତି ଏବଂ ସୌନ୍ଦର୍ଯ୍ୟପ୍ରେମୀ୤ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ୤ ଚୁମ୍ବନକଳା ନିପୁଣ୤ ସହଜରେ କ୍ରୋଧ କରନ୍ତି୤ ପ୍ରଶଂସା କରନ୍ତି ଏବଂ ଦୟାର ପ୍ରତିଦାନ ଦିଅନ୍ତି୤ ମାନସିକ ଚିନ୍ତା କଥା ଅନ୍ୟମାନଙ୍କୁ ଜଣାନ୍ତି ନାହିଁ୤ ନିଜ ଚିନ୍ତାକୁ ନିଜ ଭିତରେ ଲୁଚେଇ ରଖନ୍ତି୤ ଦାର୍ଶନିକ ଏବଂ ଅନ୍ୟମାନଙ୍କୁ ଦେଖି ପରଖି ନିଅନ୍ତି୤

ଅପ୍ରେଲ ମାସ

ସୌମ୍ୟଦର୍ଶନ ଏବଂ ପ୍ରତିଷ୍ଠାପାଇଁ ସାଲିସ କରନ୍ତି୤ କୌତୁକ ପ୍ରିୟ୤ ଜିଦ୍ଦି୤ ଅତ୍ୟନ୍ତ କଥାପ୍ରିୟ୤ ଶାନ୍ତ ଏବଂ ସରଳ୤ ଦୟାଶୀଳ ଏବଂ ସମ୍ବେଦନଶୀଳ୤ ସାଂପ୍ରତିକ ସମୟ ସହ ଖାପଖୁଆଇ ଚଳନ୍ତି୤ ବିଶ୍ବସନୀୟ୤ ଗୋଷ୍ଠୀରେ କାମକରନ୍ତି୤ ଭାରୀ ଆତ୍ମବିଶ୍ବାସୀ୤ ସବୁବେଳେ ସକାରାତ୍ମକ ଚିନ୍ତା କରନ୍ତି୤ ଦୟାଶୀଳ ଭାବନା୤ ବିଚକ୍ଷଣ ସ୍ମରଣଶକ୍ତି୤ ଚତୁର ଏବଂ ଜ୍ଞାନବନ୍ତ୤ ବିଷୟ ବିଶେଷ ଜାଣିବାପାଇଁ ଆତୁର୤ ସମସ୍ତଙ୍କୁ ଖୁସି କରାଇବାରେ ନିପୁଣ୤ ଅନ୍ୟମାନଙ୍କୁ ପ୍ରୋତ୍ସାହିତ କରିବାରେ ନିପୁଣ୤ ସମଝଦାର୤ ତାଙ୍କ ଚାରିପାଖରେ ସବୁବେଳେ ଖୁସିର ବାତାବରଣ ରହେ୤ ଅତ୍ୟନ୍ତ ମେଳାପୀ ଏବଂ ବନ୍ଧୁପ୍ରେମୀ୤ ଖୁସମିଜାଜ୍୤ ରହସ୍ୟମୟ୤ ବିପରୀତ ଲିଙ୍ଗପ୍ରତି ଆକର୍ଷିତ୤ କ୍ରୀଡ଼ା, ସଙ୍ଗୀତ, ଯାତ୍ରା ପ୍ରିୟ୤ କ୍ରୋଧୀ କିନ୍ତୁ ଜ୍ଞାନବନ୍ତ୤

ମଇ ମାସ

ଜିଦ୍ଦି ଏବଂ କଠୋର ହୃଦୟ୤ ଦୃଢ଼ମନା ଏବଂ ଉଚ୍ଚାଭିଳାଷୀ୤ ତୀକ୍ଷଣ ଚିନ୍ତାଧାରା ସମ୍ପର୍ନ୍ନ୤ କ୍ଷଣକୋପୀ୤ ଅନ୍ୟକୁ ଆକର୍ଷିତ କରିବାକୁ ପସନ୍ଦ କରନ୍ତି୤ ଗୁଢ଼ ଭାବନା୤ ଶାରିରୀକ ଏବଂ ମାନସିକ ଭାବରେ ସୁନ୍ଦର୤ ନିଜ କଥାରେ ଅଟଳ୤ ପ୍ରୋତ୍ସାହନକୁ ପ୍ରଶ୍ରୟ ଦିଅନ୍ତି ନାହିଁ୤ ବିପରୀତ ଲିଙ୍ଗର ବ୍ୟକ୍ତିମାନଙ୍କ ପ୍ରତି ବିମୁଖ ଏବଂ ଲଜ୍ଜାଶୀଳ୤ ସହଜରେ ବୁଝିଯାଆନ୍ତି୤ ସ୍ବପ୍ନାବିଳାସୀ୤ ଦୃଢ଼ ଅତୀନ୍ଦ୍ରିୟଭାବନା ଯୁକ୍ତ୤ ବେକ ଏବଂ କାନରେ ଦୁର୍ବଳତା୤ ଭଲ କଳ୍ପନାଭୀଳାସୀ୤ କଳା ଏବଂ ସାହିତ୍ୟପ୍ରିୟ୤ ଭ୍ରମଣ ପ୍ରିୟ୤ ଘରେ ରହିବାକୁ ପସନ୍ଦ କରନ୍ତି ନାହିଁ୤ ଚଞ୍ଚଳମନା୤ କର୍ମଠ୤ ଉଚ୍ଚାଭିଳାଷୀ୤

ଜୁନ୍ ମାସ

ସମସ୍ତଙ୍କୁ ଖୁସି କରିବାରେ ସିଦ୍ଧହସ୍ତ୤ ରହସ୍ୟମୟ୤ ତାଙ୍କୁ ବୁଝିବା ସହଜ ନୁହେଁ୤ ଅଯଥାରେ ଉତ୍ସାହିତ କିମ୍ବା ଚିନ୍ତିତ ହୁଅନ୍ତି୤ ଗର୍ବୀ୤ ସମ୍ମାନଯୁକ୍ତ୤ ସହଜରେ ବୁଝିଯାଆନ୍ତି୤ ନିଷ୍କପଟ୤ ଲୋକଙ୍କ ଭାବନା ପାଇଁ ସମ୍ବେଦନ୤ ବନ୍ଧୁତ୍ବପୂର୍ଣ୍ଣ, ଏବଂ ସହଯୋଗ ପାଇଁ ତତ୍ପର୤ ମାନସିକ ସ୍ଥିତି ଅନୁମାନ କରିହୁଏନି୤ କପଟୀ୤ ସହଜରେ ଆହତ ହୋଇଯାଆନ୍ତି୤ ଚତୁର କିନ୍ତୁ ପ୍ରତିକ୍ରିୟାଶୀଳ୤ ବେଳେ ବେଳେ ଅତ୍ୟାଧିକ ଆକର୍ଷକ୤ ପ୍ରତିଶୋଧପରାୟଣ ନୁହନ୍ତି୤ କ୍ଷମାଶୀଳ କିନ୍ତୁ ଦୋଷ ଭୁଲନ୍ତିନାହିଁ୤ ଅନାବଶ୍ୟକ ପଦାର୍ଥକୁ ଘୃଣା କରନ୍ତି୤ ଅନ୍ୟମାନଙ୍କୁ ଶାରିରୀକ ଏବଂ ମାନସିକ ଭାବରେ ପ୍ରେରିତ କରନ୍ତି୤ ସମ୍ବେଦନଶୀଳ ଏବଂ ସବୁଠାରେ ନିଜ ଛାପ ଛାଡ଼ିଯାଆନ୍ତି୤ ସ୍ନେହୀଏବଂ ଯତ୍ନବାନ୤ ଅନ୍ୟମାନଙ୍କୁ ସମାନ ବ୍ୟବହାର କରନ୍ତି୤ ଅନ୍ୟମାନଙ୍କ ପ୍ରତି ସମ୍ବେଦନଶୀଳ୤ ଲୋକଙ୍କୁ ଦେଖି ସେମାନଙ୍କ ବିଷୟରେ ପରଖିବାରେ ଓସ୍ତାଦ୤ ପାଠପଢ଼ାରେ ନିପୁଣ୤ ବନ୍ଧୁପ୍ରେମୀ୤ ଅତୀତ କଥାରେ ସର୍ବଦା ଚିନ୍ତାଶୀଳ୤ ସାଧାରଣତଃ ଅନାବଶ୍ୟକ ଭାବରେ କ୍ରୋଧ କରନ୍ତି ନାହିଁ୤ ଭଲପାଇବାକୁ ଭଲ ପାଆନ୍ତି୤ ସହଜରେ ଆହତ ହୁଅନ୍ତି ଏବଂ ସହଜରେ ସେ ଅବସ୍ଥାରୁ ବାହାରକୁ ଆସିପାରନ୍ତି ନାହିଁ୤

ଜୁଲାଇ ମାସ

ଆପଣଙ୍କର ବ୍ୟକ୍ତିତ୍ବ ସର୍ବୋପରି ଶ୍ରେଷ୍ଠ ଏବଂ ଆପଣଙ୍କ ସାହଚର୍ଯ୍ୟ ସବୁଠାରେ ଆନନ୍ଦଦାୟକ୤ ଆପଣ ନୁଆ ବନ୍ଧୁ କରିବାରେ ଇଚ୍ଛୁକ୤ ଆପଣ ବିପରୀତ ଲିଙ୍ଗର ବ୍ୟକ୍ତିଙ୍କ ସହ ପ୍ରେମାଳାପ କରିବା ଏବଂ ପ୍ରେମନିବେଦନ କରିବାରେ ନିପୁଣ୤ ଆପଣଙ୍କ ଜୀବନସାଥୀ ଜଣେ ବିଚକ୍ଷଣ ଭାବେ ସୁନ୍ଦର ବ୍ୟକ୍ତି ହୋଇଥିବେ୤ ଅତ୍ୟନ୍ତ କାମାଶୀଳ ଏବଂ ପ୍ରେମିକ/କା୤ ଆପଣ ପଦାର୍ଥ ସଂଗ୍ରହ କରିବାରେ ଇଚ୍ଛୁକ୤ ଆପଣ ସିନେମା ଦେଖିବାକୁ ଭଲ ପାଆନ୍ତି ଏବଂ ସୁଯୋଗ ମିଳିଲେ ଆପଣ ଜଣେ ଭଲ ଅଭିନେତା ହୋଇପାରିବେ୤ ଆପଣଙ୍କ ଶାରିରୀକ ଗଠନ ଚଳଚ୍ଚିତ୍ରପାଇଁ ସୁଯୋଗ୍ୟ୤

ଅଗଷ୍ଟ ମାସ

ଆପଣ ଖୁସମିଜାଜ ଏବଂ ଭ୍ରମଣପ୍ରିୟ ବ୍ୟକ୍ତି୤ ଆପଣ ଦୁଃସାହସୀ୤ ଅନ୍ୟମାନଙ୍କୁ ଆକର୍ଷିତ କରିବାରେ ନିପୁଣ୤ ନିଜ ଉପରେ କୌଣସି ସଂଯମତା ନାହିଁ୤ ଆତ୍ମବିଶ୍ବାସୀ୤ ଅତ୍ୟନ୍ତ ପ୍ରତିଶୋଧପରାୟଣ୤ ସହଜରେ ବନ୍ଧୁ କରନ୍ତି ଏବଂ ଅନ୍ୟମାନେ ଆପଣଙ୍କ ସହିତ ମିଶିପାରନ୍ତି୤ ସବୁକିଛି ଭଲ ବୋଲି ଆପଣ ଭାବନ୍ତି୤ କଥାକହିବା ଏବଂ ଗୀତଗାଇବାକୁ ଭଲ ପାଆନ୍ତି୤ ଦିବାସ୍ବପ୍ନ ଦେଖନ୍ତି୤ ସହଜରେ ଅନ୍ୟମନସ୍କ ହୋଇଯାଆନ୍ତି୤ ଅବିଶ୍ବାସକୁ ଘୃଣା କରନ୍ତି୤ ଅତ୍ୟନ୍ତ ସ୍ବପ୍ନାଭିଳାସୀ୤ ଭଲପାଇବାକୁ ଭଲ ପାଆନ୍ତି୤ ପାଠପଢ଼ାପ୍ରତି ବିମୁଖ୤ ସବୁବେଳେ ଅନ୍ୟଉପରେ ନିର୍ଭରଶୀଳ୤ ସ୍ବାଧୀନତା ପ୍ରେମୀ୤ ସ୍ବାଧୀନତା ହରାଇଲେ ବିଦ୍ରୋହୀ ଏବଂ କଳହପ୍ରିୟ୤ କର୍ମଠ୤ ସବୁବେଳେ ସନ୍ଦେହୀ୤ ବିନୋଦପ୍ରିୟ୤ ରହସ୍ୟପୂର୍ଣ୍ଣ୤ ଅନ୍ୟମାନଙ୍କ ପାଇଁ ଆକର୍ଷକ୤ ଜିଦ୍ଦି୤ ଉତ୍ସୁକ୤ ସ୍ବାଧୀନଚେତା୤ ଦୃଢ଼ମନା୤ ଯୋଦ୍ଧା୤

ସେପ୍ଟେମ୍ବର ମାସ

କର୍ମଠ ଏବଂ ଚଳଚଞ୍ଚଳ୤ ନିଷ୍ପତିବାନ ଏବଂ ଜଳଦି କରନ୍ତି ଏବଂ ପରେ ଦୁଃଖ କରନ୍ତି୤ ଆକର୍ଷକ ଏବଂ ସ୍ନେହୀ୤ ଦୃଢ଼ମନା୤ ଆକର୍ଷଣ ପ୍ରିୟ୤ ରାଜକୀୟ୤ ସାନ୍ତ୍ବନାଶୀଳ୤ ବନ୍ଧୁତ୍ବପୂର୍ଣ୍ଣ ଏବଂ ଲୋକଙ୍କ ଦୁଃଖ ଓ ଅସୁବିଧା ଦୂର କରନ୍ତି୤ ନିର୍ଭୟ ଏବଂ ସାହସୀ୤ ଦୁଃସାହସପ୍ରିୟ୤ ସ୍ନେହୀ ଏବଂ ପ୍ରେମୀ୤ ଦୟାଶୀଳ୤ ବହୁତ ବନ୍ଧୁ ୤ ଆପଣ ସଂଭୋଗପ୍ରିୟ୤ ଭାବପ୍ରବଣ୤ ଜିଦ୍ଦି୤ ଚଞ୍ଚଳ୤ ତୀକ୍ଷଣ ସ୍ମୃତିଶକ୍ତି୤ ଅନ୍ୟକୁ ପ୍ରେରିତ କରିବାରେ ପାରଙ୍ଗମ୤ ଭ୍ରମଣ ଏବଂ ଉଦ୍ଭାବନ ପ୍ରିୟ୤ ନିଜ ଜୀବନସାଥୀ ପ୍ରତି ସର୍ବଦା ଯତ୍ନଶୀଳ୤

ଅକ୍ଟୋବର ମାସ

ଅତ୍ୟନ୍ତ କଥାପ୍ରିୟ୤ ଯେଉଁମାନେ ଭଲ ପାଆନ୍ତି ସେମାନଙ୍କୁ ଭଲ ପାଆନ୍ତି୤ ସବୁବେଳେ ଚର୍ଚ୍ଚାର କେନ୍ଦ୍ରରେ ରହନ୍ତି୤ ଆଭ୍ୟନ୍ତରୀଣ ଏବଂ ଶାରିରୀକ ସୌନ୍ଦର୍ଯ୍ୟରେ ଭରପୂର୤ ବନ୍ଧୁମାନଙ୍କୁ ଅଧିକ ଗୁରୁତ୍ବ ଦିଅନ୍ତି୤ ସାହସୀ ଏବଂ ଭୟହୀନ୤ ସବୁବେଳେ ବନ୍ଧୁ କରିବାରେ ପାରଙ୍ଗମ୤ ସହଜରେ ଆହତ ହୁଅନ୍ତି କିନ୍ତୁ ସେଥିରୁ ମୁକୁଳି ଆସନ୍ତି୤ ଦିବାସ୍ବପ୍ନାବିଳାସୀ୤ ଦୁରାଗ୍ରହୀ (ବିଭିନ୍ନ ବ୍ୟକ୍ତି ଏବଂ ପଦାର୍ଥ ବିଷୟରେ ନିଜ ମତକୁ ହିଁ ଠିକ୍ ବୋଲି କହିବା)୤ ଭାବପ୍ରବଣ୤ ଅତ୍ୟନ୍ତ ଚତୁର, କିନ୍ତୁ ସବୁଠାରୁ କାମୋତ୍ତେଜକ ଏବଂ ଆକର୍ଷକ୤ ସହଜରେ ଅନୁମେୟ କରି ହୁଏନି୤

ନଭେମ୍ବର ମାସ

ବିଶ୍ବାସଯୋଗ୍ୟ ଏବଂ ନିଷ୍ଠାପର୤ ଅତ୍ୟନ୍ତ ଭାବୁକ ଏବଂ ଭୟଙ୍କର୤ ବେଳେ ବେଳେ ଅତ୍ୟନ୍ତ ଅବିବେଚିତ ବ୍ୟବହାର କରନ୍ତି୤ କେମିତି ଖୁସି ହେବ ତାହା ଜାଣନ୍ତି୤ କାମୋତ୍ତେଜଜ ଏବଂ ରହସ୍ୟମୟ୤ ସମସ୍ତେ ଆପଣଙ୍କ ବାହ୍ୟ ଓ ଅନ୍ତଃ ସୌନ୍ଦର୍ଯ୍ୟ ପ୍ରତି ଆକର୍ଷିତ ହୁଅନ୍ତି୤ ଆପଣ ସ୍ବାଧୀନ ବ୍ୟକ୍ତିତ୍ବ୤ ଆପଣ ଚଞ୍ଚଳ କିନ୍ତୁ ରହସ୍ୟମୟ୤ ଅତ୍ୟନ୍ତ ଭାବପ୍ରବଣ ଏବଂ ବେଳେ ବେଳେ ଅନିଶ୍ଚିତ ଭାବନା ପ୍ରିୟ୤ ନୂଆ ଲୋକଙ୍କ ସହ ସହଜରେ ମିଶନ୍ତି ଏବଂ ଗୋଷ୍ଠୀରେ ସବୁଠାରୁ ଚଞ୍ଚଳ ରହନ୍ତି୤ ନିର୍ଭୟ ଏବଂ ସ୍ବାଧୀନ୤ ନିଜ ମତକୁ ପ୍ରାଧାନ୍ୟ ଦିଅନ୍ତି୤ ଗହଳିରେ ଅଲଗା ହୋଇ ବାରିପଡ଼ନ୍ତି୤ ଅତ୍ୟନ୍ତ ଚତୁର୤ ନିଜ ସ୍ବଜନଙ୍କ ଦ୍ବାରା ହିଁ ଅତି ଛୋଟ ଛୋଟ କଥାରେ ଆହତ ହୁଅନ୍ତି୤ ଜିଦ୍ଦି୤ ସାଧାରଣତ ଏହି ମାସରେ ସବୁଠାରୁ ମହାପୁରୁଷ ଓ ମହିୟସୀ ମହିଳାଙ୍କ ଜନ୍ମ ହୋଇଥାଏ୤

ଡିସେମ୍ବର ମାସ

ଆପଣ ସମସ୍ତଙ୍କ ଠାରୁ ଅଧିକ ସୌମ୍ୟ/ ସୁଦର୍ଶନ ବ୍ୟକ୍ତିତ୍ବ୤ ଅନ୍ୟ ସମସ୍ତ ମାସଠାରୁ ଅଧିକ୤ ନିଷ୍ଠାପର ଏବଂ ଦୟାଶୀଳ୤ ଦେଶପ୍ରେମୀ୤ ପ୍ରତିଯୋଗିତାପ୍ରିୟ୤ କ୍ରୀଡ଼ା ଏବଂ ପରିଚର୍ଚ୍ଚାରେ ସବୁଠାରୁ ଅଧିକ ଅଂଶଗ୍ରହଣ କରନ୍ତି୤ ଅଧୈର୍ଯ୍ୟ ଏବଂ ଚଞ୍ଚଳ୤ ଉଚ୍ଚାଭିଳାଷୀ୤ ଅନୁଷ୍ଠାନରେ ସବୁଠାରେ ଅଧିକ ପ୍ରଭାବଶାଳୀ୤ ଆପଣଙ୍କ ବନ୍ଧୁତ୍ବ ଅତ୍ୟନ୍ତ ଆନନ୍ଦଦାୟକ୤ ଆପଣ ଅତ୍ୟନ୍ତ ମେଳାପୀ, କିନ୍ତୁ ବେଳେ ବେଳେ ଆପଣଙ୍କୁ ବୁଝିବାକୁ କଷ୍ଟ ହୁଏ୤ ଦୂରଦୃଷ୍ଟି ସମ୍ପର୍ନ୍ନ୤ ଦୟାଦ୍ବାରା ସହଜରେ ଆପଣଙ୍କୁ ଜିଣିହେବ୤ ଆପଣ ବହୁତ ନମ୍ର, ଭଦ୍ର ଓ ମୃଦୁଭାଷୀ୤ ବହୁତ ଚିନ୍ତାଶୀଳ୤ ସମ୍ବେଦନଶୀଳ୤ ଚଞ୍ଚଳ ମସ୍ତିଷ୍କ୤ ଅନେକ ସମୟରେ ଅନିଚ୍ଛୁକ ଏବଂ ବିଳମ୍ବ କରନ୍ତି୤ ବହୁତ ବଛାବଛି କରନ୍ତି ଏବଂ ସବୁବେଳେ ନିଜକୁ ଶ୍ରେଷ୍ଠ ବୋଲି ପ୍ରମାଣିତ କରିବାପାଇଁ ତତ୍ପର୤ କ୍ରୋଧୀ୤ କୌତୁକ ପ୍ରିୟ୤ ଥଟା କରିବାକୁ ଭଲ ପାଆନ୍ତି୤ ବକୃତାରେ ବିଚକ୍ଷଣତା ରହିଛି୤ କଥାପ୍ରିୟ୤ ଦିବାସ୍ବପ୍ନ ଦେଖନ୍ତି୤ ବନ୍ଧୁତ୍ବପୂର୍ଣ୍ଣ୤ କେମିତି ବନ୍ଧୁ କରନ୍ତି ତାହା ଆପଣଙ୍କୁ ଜଣା୤ ନିଜ ଚରିତ୍ରକୁ ପ୍ରଦର୍ଶନ କରନ୍ତି୤ କେବଳ ଜଣେ ଜୀବନସାଥୀପ୍ରତି ବିଶ୍ବାସପ୍ରିୟ୤

ଉପରେ ଦିଆଯାଇଥିବା ସମସ୍ତ ତଥ୍ୟ ଇଣ୍ଟରନେଟରୁ ଡାଉନଲୋଡ୍ କରି ଓଡ଼ିଆରେ ଭାଷାନ୍ତରଣ କରାଯାଇଛି୤ ଏଥିରେ ଦିଆଯାଇଥିବା ମତ ସର୍ବାଦୌ ସମସ୍ତଙ୍କ କ୍ଷେତ୍ରରେ ୧୦୦ ପ୍ରତିଶତ ସତ୍ୟ ବୋଲି କୁହାଯାଇନପାରେ୤ ତେଣୁ ଏହାକୁ ପଢ଼ୁଥିବା ବେଳେ ଭାବପ୍ରବଣ ହୁଅନ୍ତୁ ନାହିଁ୤

Back to Previous Page

ପୂର୍ବବର୍ତ୍ତୀ ଏବଂ ପରବର୍ତ୍ତୀ ଆଲେଖ୍ୟ

ଅନ୍‌ଲାଇନ୍ ସପିଂ କରୁଛନ୍ତି କି ?

ଅନ୍‌ଲାଇନ୍ ସପିଂ କରୁଛନ୍ତି କି ?

ଏଠାରେ ପଢ଼ନ୍ତୁ !
ଆମ ଗାଁ ହାଲଚାଲ - ୨

ଆମ ଗାଁ ହାଲଚାଲ - ୨

ଏଠାରେ ପଢ଼ନ୍ତୁ !