ଆପଣଙ୍କ ମତାମତ ଏବଂ ବାର୍ତ୍ତା ମତାମତ ଦିଅନ୍ତୁ


ସମାଜର ସ୍ୱାର୍ଥତା

Posted by S.kanha Pradhan, on 08 Jul 2024

ସ୍ରୁଷ୍ଟିର ନିୟମ ଅଛି ଆପଣ ଯାହା ବାଣ୍ଟିବେ ତାହା ଆପଣଙ୍କ ପାଖରେ ବେଶୀ ହେବ।ତାହା ଧନ ହେଉ କିମ୍ବା ଭୋଜନ,ସମ୍ନାନ ହେଉ କିମ୍ବା ଅପମାନ, ଘୃଣା ହେଉ କିମ୍ବା ପ୍ରେମ।*


ବିଭବରେ ଭରା ଆହ୍ଵାନ

Posted by Durga madhaba maharana, on 07 Nov 2023

ଅଳଙ୍କରଣ ପରିପାଟୀ ଖୁବ ସୁନ୍ଦର । ଇ ପତ୍ରିକା କ୍ଷେତ୍ରରେ ଏକ ଇତିହାସ ରଚିଲାଣି ଆହ୍ଵାନ ,ପ୍ରଥମ ଇପତ୍ରିକାର ଗୌରବ ବଜାୟ ରଖିପାରିଛନ୍ତି ସଂପାଦକ ମହାଶୟ। ଆଗକୁ ଅନେକ ସଂଭାବନା ନେଇ ସାହିତ୍ୟ କୁ ପରିପୃଷ୍ଟ କରିବ ଏହା ନିଃସନ୍ଦେହ।


ଅଗଷ୍ଟ ୨୦୨୩ ସଂସ୍କରଣ

Posted by ସୁଶୀଲ କୁମାର ଛାଟୋଇ , on 11 Aug 2023

ଅଗଷ୍ଟ ୨୦୨୩ ସଂସ୍କରଣ କେବେ ପ୍ରକାଶିତ ହେବ? ଶୀଘ୍ର ଜଣାନ୍ତୁ ଆଜ୍ଞା।


ସାହିତ୍ୟ ପ୍ରେମୀ ଙ୍କ ସାହିତ୍ୟ ପ୍ରତି ପ୍ରେମ ପ୍ରକାଶ କରିବାର ଏକ ଉତ୍ତମ ମାଧ୍ୟମ

Posted by Sidhant palei, on 03 Feb 2023

ଧନ୍ୟବାଦ ଆହ୍ବାନ ର ସ୍ରଷ୍ଟା ଙ୍କୁ ପ୍ରଭୁ ଜଗନ୍ନାଥ ତାଙ୍କୁ ଭଲରେ ରଖନ୍ତୁ l


ଆହ୍ୱାନ ଇ ପତ୍ରିକା ପୁଣି ପ୍ରକାଶିତ କରାଯାଉ

Posted by ବିକାଶ ନାୟକ , on 07 Jan 2023

ଆହ୍ୱାନ ଇ ପତ୍ରିକାଟି ଡିସେମ୍ବର-2022 ସଂଖ୍ୟାରେ ପ୍ରକାଶିତ ହୋଇନି, ସମ୍ପାଦକ ମହୋଦୟଙ୍କୁ ବିନମ୍ର ଅନୁରୋଧ କରାଯାଉଛି ପ୍ରତ୍ୟେକ ମାସ ପତ୍ରିକା ପ୍ରକାଶ କରାଯାଉ |


ଆହ୍ୱାନ ଇ ପତ୍ରିକା ପୁଣି ପ୍ରକାଶିତ କରାଯାଉ

Posted by ବିକାଶ ନାୟକ , on 07 Jan 2023

ଆହ୍ୱାନ ଇ ପତ୍ରିକାଟି ଡିସେମ୍ବର-2022 ସଂଖ୍ୟାରେ ପ୍ରକାଶିତ ହୋଇନି, ସମ୍ପାଦକ ମହୋଦୟଙ୍କୁ ବିନମ୍ର ଅନୁରୋଧ କରାଯାଉଛି ପ୍ରତ୍ୟେକ ମାସ ପତ୍ରିକା ପ୍ରକାଶ କରାଯାଉ |


ଆହ୍ୱାନ ଇ ପତ୍ରିକା ପୁଣି ପ୍ରକାଶିତ କରାଯାଉ

Posted by ବିକାଶ ନାୟକ , on 07 Jan 2023

ଆହ୍ୱାନ ଇ ପତ୍ରିକାଟି ଡିସେମ୍ବର-2022 ସଂଖ୍ୟାରେ ପ୍ରକାଶିତ ହୋଇନି, ସମ୍ପାଦକ ମହୋଦୟଙ୍କୁ ବିନମ୍ର ଅନୁରୋଧ କରାଯାଉଛି ପ୍ରତ୍ୟେକ ମାସ ପତ୍ରିକା ପ୍ରକାଶ କରାଯାଉ |


ahwan prachesta

Posted by Rohit Pattanaik, on 13 Dec 2022

ଶ୍ରଦ୍ଧା ର ସହିତ ଭାବନା କୁ ଆପଣଙ୍କ ଆଗରେ ପରିପ୍ରକାଶ କରିବାକୁ ଯାଉଛି, ଆଜ୍ଞା ମାନେ ଆପଣଙ୍କ ପରିଚୟ ମୁଁ ଜାଣେ ନାହିଁ ହେଲେ ଆମ ଭିତରେ ପ୍ରେମର ନିବିଡ ସମ୍ପର୍କ ବାନ୍ଧି ହେଇ ରହିଥାଏ। ଏହି ପ୍ରତିକା ଭିତରେ ବହୁତ ଜଣ ବିଜ୍ଞ ପୁରୁଷ ଅଛନ୍ତି। ଅଛି ତାଙ୍କ ଭିତରେ ମୁଁ ।


ଉତ୍ସାହ ବର୍ଦ୍ଧକ ପଦକ୍ଷେପ

Posted by Asit Mohanty, on 28 Jun 2022

ଆହ୍ୱାନ ଇ ପତ୍ରିକା ପକ୍ଷରୁ ଆହ୍ୱାନ ପାଇଁ ଲେଖା ପଠାଉଥିବା ସମସ୍ତ ସ୍ରଷ୍ଟାଙ୍କୁ ସମ୍ମାନିତ ଉଦ୍ଦେଶ୍ୟରେ ଏକ ମାନପତ୍ର ର ବ୍ୟବସ୍ଥା କରାଯାଉଛି | ଏହି ଖବରଟି ଅତ୍ୟନ୍ତ ଉତ୍ସାହ ବର୍ଦ୍ଧକ ଏବଂ ସ୍ୱାଗତ ଯୋଗ୍ୟ |ଏହି ସକାରାତ୍ମକ ପଦକ୍ଷେପ ଲେଖକ ମାନଙ୍କୁ ସେମାନଙ୍କର ଲେଖନ କଳାକୁ ଶାଣିତ କରିବା ସହିତ ସେମାନଙ୍କର ସମ୍ମାନକୁ ବଢାଇବ| ଏହି ପଦକ୍ଷେପ ଆହୁରି ଅନେକ ପ୍ରତିଭାବାନ ଲେଖକ ମାନଙ୍କୁ ଆହ୍ୱାନ ପତ୍ରିକା ସହିତ ଯୋଡି ହେବା ପାଇଁ ପ୍ରେରିତ କରିବ | ଏଭଳି ଚିନ୍ତା ଏବଂ ବିଚାର ପାଇଁ ସମ୍ପାଦକ ମହୋଦୟଙ୍କୁ ସହୃଦୟ ଧନ୍ୟବାଦ |


ସାହିତ୍ୟ

Posted by Sankar biswal, on 10 Apr 2022

ବହୁତ ସୁନ୍ଦର ପ୍ରଚେଷ୍ଟା । ଏମିତି କରିାଚଲ ଭଗାବନ ଆପଣଙ୍କର ଚଲାପଥ କୁସୁମିତ କରିଦିଅନ୍ତୁ।


"ବିବର୍ତ୍ତନବାଦର ଜନକ : ଡାରୱିନ "ଲେଖାଟି ଜ୍ଞାନବର୍ଦ୍ଧକ ହୋଇଛି

Posted by ଅସିତ କୁମାର ମହାନ୍ତି , on 25 Feb 2022

ମହୋଦୟ , ଫେବୃଆରୀ ୨୦୨୨ ସଂସ୍କରଣରେ ଲେଖକ ଅକ୍ଷୟ କୁମାର ରାଉତଙ୍କ ଦ୍ୱାରା ଲିଖିତ "ବିବର୍ତ୍ତନବାଦର ଜନକ : ଡାରୱିନ " ଲେଖାଟି ପଠନ କଲି | ଲେଖାଟି ସାରଗର୍ଭକ ସହିତ ଜ୍ଞାନବର୍ଦ୍ଧକ ହୋଇଛି | ସେଥିପାଇଁ ଲେଖକଙ୍କୁ ମୋ ପକ୍ଷରୁ ଅଶେଷ ଧନ୍ୟବାଦ | ଆଶା କରୁଛି ଆଗାମୀ ଦିନରେ ସେ ଏହି ପ୍ରକାର ବିଜ୍ଞାନ ସମ୍ବଦ୍ଧିୟ ଲେଖା ଆହ୍ୱାନରେ ପ୍ରକାଶିତ କରିବାପାଇଁ ଚେଷ୍ଟା କରିବେ | ବାସ୍ତବରେ ଏପରି ଲେଖା ଏଇଥିପାଇଁ ମହତ୍ୱପୂର୍ଣ୍ଣ, ବିଜ୍ଞାନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯୁବ ପିଢ଼ିଙ୍କ ମନରେ ବୈଜ୍ଞାନିକ ଦୃଷ୍ଟିଭଙ୍ଗୀ ଏବଂ ତର୍କ ସଙ୍ଗତ ମାନସିକତାକୁ ସୃଷ୍ଟି କରିବା | ବୈଜ୍ଞାନିକ ଚିନ୍ତା ମାଧ୍ୟମରେ ସମାଜରେ ବହୁ ଯୁଗରୁ ରହି ଆସିଥିବା ଅବୈଜ୍ଞାନିକ ଚିନ୍ତନ ଏବଂ ଅନ୍ଧତ୍ୱକୁ ଦୂର କରିବା ଏବଂ ଠିକ ଏବଂ ଭୁଲକୁ ଜାଣିବା ପାଇଁ ବିଜ୍ଞାନକୁ ମାପକାଠି ରୂପେ ବ୍ୟବହାର କରିବା| ଏହି ଲେଖାଟି ଉପୋରୋକ୍ତ ବିଷୟ ଗୁଡିକର ଲକ୍ଷ ପୂର୍ତ୍ତିରେ ସହାୟକ ହେବ | ସମ୍ପାଦକ ମହୋଦୟ ଏପରି ଲେଖାକୁ ପତ୍ରିକାରେ ସ୍ଥାନ ଦେଇଥିବାରୁ ମୋ ପକ୍ଷରୁ ଧନ୍ୟବାଦ ସମ୍ପାଦକ ମହୋଦୟ ଏପରି ଲେଖାକୁ ପତ୍ରିକାରେ ସ୍ଥାନ ଦେଇଥିବାରୁ ମୋ ପକ୍ଷରୁ ଧନ୍ୟବାଦ |


ପ୍ରଶଂସନୀୟ ଉଦ୍ୟମ. ଅଭିନନ୍ଦନ

Posted by Dasarathi Bhuyan, on 11 Dec 2021

ପ୍ରଶଂସନୀୟ ଉଦ୍ୟମ. ଅଭିନନ୍ଦନ


ଆପଣଙ୍କ ମତାମତ ଦିଅନ୍ତୁ
Introductory text of Publication :
Aaahwaan e-Patrika is one the leading e-Magazines published from Odisha in India. It is the first e-Magazine which got pubiished in the year 2006 in Odia language and has since been getting published every month.

Frequency : Monthly
Format : PDF e-Magazine
Language : Odia
Starting year of Publication : 2006
Subject : Literature

Publisher :

Dr Jyoti Prasad Pattanayak
MBBS, PGDMCH, PGDHM

Beema Nagar, 2nd Lane
Berhampur, 760010
Dist : Ganjam
Odisha, India

Editorial Board :

Dr Jyoti Prasad Pattanayak
Chief Editor

e-Mail : editor@aahwaan.com

Mrs Priti Priyadarshani Mohapatro
Sub-Editor

e-Mail : subeditor@aahwaan.com


Archieves

2006 2007 2008 2010 2011 2012 2013 2014 2015 2016 2017 2018 2019 2020 2021 2022 2023 2024


ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤