ଆହ୍ବାନ ଇ-ପତ୍ରିକା ଡାଉନଲୋଡ଼


November 2017 ସଂସ୍କରଣ

November 2017 Edition

ନିମ୍ନରେ ଦିଆଯାଇଥିବା ଶେୟାର୍ ବଟନ୍ ଉପରେ କ୍ଲିକ୍ କରି ଆପଣ ଆମ ଏହି ପତ୍ରିକା ବିଷୟରେ ଆପଣଙ୍କ ବନ୍ଧୁମାନଙ୍କୁ ଜଣାଇପାରିବେ୤ ଆସନ୍ତୁ ଆମେ ସମସ୍ତେ ଓଡ଼ିଆ ଭାଷା ଓ ସାହିତ୍ୟରେ ଉନ୍ନତି ହେତୁ ମିଳିମିଶି କାମ କରିବା ଏବଂ ଆମ ମାତୃଭାଷାର ସମ୍ମାନ ରଖିବା୤


ଆହ୍ବାନ ଇ-ପତ୍ରିକାର ଏହି ସଂସ୍କରଣକୁ ଡାଉନଲୋଡ୍ କରିବା ପାଇଁ ନିମ୍ନରେ ଦିଆଯାଇଥିବା ଡାଉନଲୋଡ୍ ନାଓ ବଟନ୍ ଉପରେ କ୍ଲିକ୍ କରନ୍ତୁ୤

ଏହା ପୂର୍ବରୁ ଆମେ ଆପଣଙ୍କୁ ଅନୁରୋଧ କରିବୁ ଯେ ଆପଣ ଆମର ଏହି ପତ୍ରିକା ବିଷୟରେ ନିଜ ବନ୍ଧୁ, ପରିଜନଙ୍କୁ ଜଣାଇବାରେ ଆମର ସହାୟତା କରନ୍ତୁ୤ ଆପଣଙ୍କ ଫେସବୁକ, ଟ୍ବିଟର୍, କିମ୍ବା ଅନ୍ୟ ଯେକୌଣସି ସାମାଜିକ ମାଧ୍ୟମରେ ଥିବା ସଦସ୍ୟତାକୁ ବ୍ୟବହାର କରି ଆମର ଏହି ଭାଷା ଓ ସାହିତ୍ୟ ଆନ୍ଦୋଳନକୁ ଆଗକୁ ନେବାରେ ଆମର ସହାୟତା କରନ୍ତୁ୤


ଡାଉନଲୋଡ୍ କରିବା ପାଇଁ ଧନ୍ୟବାଦ !


Dr Jyoti Prasad Pattnaik ନମସ୍କାର,

ଆହ୍ବାନ ଇ-ପତ୍ରିକାର ଏହି ସଂସ୍କରଣ ଡାଉନଲୋଡ଼ କରୁଥିବା ହେତୁ ଆପଣଙ୍କୁ ଧନ୍ୟବାଦ ଜଣାଉଛି୤ ଆଶା କରୁଛି ଆପଣ ଏହି ପତ୍ରିକାକୁ ନିଜେ ପଢ଼ିବା ସହ ନିଜ ବନ୍ଧୁ ପରିଜନଙ୍କୁ ମଧ୍ୟ ପଡ଼ିବା ପାଇଁ ପ୍ରୋତ୍ସାହିତ କରିବେ୤

ଧନ୍ୟବାଦ

ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤