March 2024 ସଂସ୍କରଣ

March 2024 Edition
ଡାଉନଲୋଡ଼ ପାଇଁ ଏଠାରେ କ୍ଲିକ୍ କରନ୍ତୁ୤

February 2024 February 2024 Edition
January 2024 January 2024 Edition
December 2023 December 2023 Edition
November 2023 November 2023 Edition

ଆହ୍ବାନ ଇ-ପତ୍ରିକା ଆଣ୍ଡ୍ରଏଡ୍ ଆପ୍


Kshitij 2024, IIT Kharagpur

Click Here

Certificates for Authors

ସମ୍ପାଦକଙ୍କ ଲେଖନୀରୁ !

Dr Jyoti Prasad Pattnaik

ନମସ୍କାର,
ଆହ୍ବାନ ଇ -ପତ୍ରିକାର ୱେବ୍‌ ସାଇଟକୁ ଆପଣଙ୍କୁ ସ୍ବାଗତ ଜଣାଉଛି୤
ଆହ୍ବାନ ଇ-ପତ୍ରିକା କେବଳ ଏକ ପତ୍ରିକା ନୁହେଁ, ବରଂ ଏହା ଏକ ଆନ୍ଦୋଳନ, ଏକ ବୈପ୍ଳବିକ ପରିବର୍ତ୍ତନ ଯାହା ଓଡ଼ିଆ ଭାଷାକୁ ଆଧୁନିକ ଯୁଗର ସହ ତାଳ ଦେଇ ପ୍ରତିଦିନ ବୃଦ୍ଧିପାଉଥିବା ଅନଲାଇନ୍ ଓଡ଼ିଆ ସଂଗୋଷ୍ଠୀମାନଙ୍କରେ ଆଦୃତ କରାଇବାରେ ସମର୍ଥ ହୋଇଛି୤ ବିଶ୍ବବ୍ୟାପୀ ଅନେକ ଦେଶରେ ବସବାସ କରୁଥିବା ଓଡ଼ିଆମାନଙ୍କୁ ପ୍ରତିମାସରେ ଏକ ରୁଚିକର ଓଡ଼ିଆ ଇ-ପତ୍ରିକା ପାଠ କରିବାର ନିଶୁଳ୍କ ବିକଳ୍ପ ଉପଲବ୍ଧ କରାଇ ଏହା ଓଡ଼ିଆ ଇ-ପତ୍ରିକା ଜଗତରେ ଅଗ୍ରଗଣ୍ୟ ରହିଛି୤
ପ୍ରତି ମାସରେ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବରେ ବିତରଣ ହେଉଥିବା ଏହି ଇ-ପତ୍ରିକା ସଂପ୍ରତି ଏହାର ତ୍ରୟୋଦଶ ବର୍ଷରେ ନିରବଚ୍ଛିନ୍ନ ଭାବରେ ପ୍ରକାଶିତ ହୋଇଚାଲିଛି୤


help
articles

Our Article Directory
Help & FAQ
Aahwaan Library

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤