Posted by DEBADATTAMAALYAKUMARBARAL, on 08 Dec 2017
aahwan samasttha lekhalekhikaku saunti neu
Posted by ସମିର କୁମାର ବେଉରା , on 28 Oct 2017
ଆଧୁନିକ ଯୁଗ ଏବଂ ତାସହିତ ତାଳଦେଇ ଆଗଉଥିବା ଭାଷା ସାହିତ୍ୟର ସଂଯୋଗ ହେଉଛି ଏହି ପତ୍ରିକା | ଡିଜିଟାଲ ଇଣ୍ଡିଆ ସହିତ ବର୍ତମାନର ସାହିତ୍ୟକୁ ଡିଜିଟାଲ କରିବାର ଏହା ଏକ ମୁଖ୍ୟ ମାଧ୍ୟମ | The aahwaan now doing a globalized communication between the odia writers and literature lovers. ଆହ୍ୱାନ ଏମିତି ବଞ୍ଚିରହୁ ଲେଖକ ଏବଂ ପାଠକ ,ମାନଙ୍କ ପାଖରେ ମୋର ଏତିକି କାମନା ମା ଚର୍ଚିକାଙ୍କ ପାଦତଳେ |
Posted by ସୂର୍ଯ୍ୟକାନ୍ତ ପ୍ରଧାନ, on 20 Oct 2017
ଅନେକ ଥର ବ୍ୟକ୍ତିଗତ ଭାବେ ଏହି ଚେଷ୍ଟା କୁ ଫଳପ୍ରଦ କରିବାକୁ ଚାହିଁଥିଲି। ହେଲେ ବ୍ୟସ୍ତ ଜୀବନ ଭିତରୁ ସମୟ କାଢି ନିଷ୍ଠାପର ଭାବେ ଉଦ୍ୟମ କରିବାକୁ ସାହସ ହେଲାନି।
ଢେର ସାରା ଶୁଭେଚ୍ଛା। ପ୍ରଚାର ଓ ପ୍ରସାର ଜାରି ରହୁ । ଜୟ ଜଗନ୍ନାଥ।
Posted by ବଲବନ୍ତ ସାହୁ7, on 12 Oct 2017
ଅତ୍ୟନ୍ତ ସୁନ୍ଦର ଭାବେ ସହଜରେ ଆମେ ଏହାକୁ ପାଇପାରୁଛ ,ଏଠାରେ ମଧ୍ୟ କିଛି ଦିଗ ପ୍ରତିଧ୍ୟାନ ଦେବାକୁ ଅଛି ,ସେପରି ଅକ୍ଷର ଆକାର ଛୋଟ ଛୋଟ କରିବା ଉଚିତ ।
Posted by ସୁଦାମ ମକର, on 30 Sep 2017
ଏହି ଆହ୍ବାନ ଇ -ପତ୍ରିକାଟି ପଢ଼ି ମତେ ବହୁତ ଖୁସି ଲାଗୁଛି
କାହିକିନା ମୁଁ ବାଙ୍ଗାଲୋର ରହୁଛି ।
ଏଠି ଓଡ଼ିଆ ଭାଷାର ପତ୍ରିକା ମିଲେନାହିଁ ।
ଜାଣିଲି ମୋବାଇଲ କମ୍ପପ୍ୟଟର ରେ ଅନଲାଇନ୍ ରେ ମିଳୁଛି ।
ତାହାରୁ ପଢ଼ି ବହୁତ ଖୁସି ଲାଗୁଛି
Posted by Dibya ranjan panigrahi , on 22 Sep 2017
Emagazine on odia literature is an excellent job... Very happy to see today
Posted by Tapan Kumar swain, on 21 Sep 2017
ଶିଶୁ ସାହିତ୍ୟ କ୍ଷେତ୍ରରେ ଆହ୍ୱାନ କୁ କିପରି ଭାବରେ ସ୍ଥାନ ଦେଇଛନ୍ତି ଏଠାରେ କଣ ଶିଶୁ ସାହିତ୍ୟିକ ମାନଙ୍କର ଗଳ୍ପ କବିତା ରଚନା ସ୍ଥାନ ପାଇପାରିବ ।
Posted by BIKESH SAHU, on 30 Aug 2017
prathame mor pranam aahwn patrikar sampadaka nku ehar samast karjya karta nku..samasta kabi brunda nku..satare eka niara prayas ei aahwan patrikar...odia bhasar unnatire eka muhattapurna bhumika ehar....mora kamna aagaku eha ek maha drumare parint hoi samgra biswa re partistit heu...jay jagannath..
Posted by ପ୍ରକାଶ ସାହୁ, on 08 Jul 2017
ନିଜ ଜନ୍ମ ଭୂମି ଓଡିଶା କୁ ଛାଡି ରୋଜଗାର ପାଇଁ ଯେଉଁ ଓଡ଼ିଆମେ ବାହାରେ ରହୁଛନ୍ତି ।ସେମାନଙ୍କ ପାଇଁ ଏହି ପତ୍ରିକା ସେମାନ ଙ୍କ ମନ ରେ ନୂତନ ଆଶା ର ସଂଚାର କରିଛି ।ଏହି ପତ୍ରିକା ର ପ୍ରତିସ୍ଥାତା ଜ୍ୟୋତି ସର ଙ୍କୁ ବହୁତ ଧନ୍ୟବାଦ ।
Posted by Siba kumar panda, on 08 Jul 2017
Mora priya pathaka bandhu,
Mu bahut khusi ki odia bhasa o sahitya ra unati digarare "Aawahaan e-patrika " ra mahatwa abarnaniya.
mu aei patrika ra niyamita pathaka ate.aei last month re mora hata lekhaodia poem"Aei nuha bastabata"
publish heichi dekhi bahuta khusi.
Asa kare ahuri agaku jau aei patrika .
Yours.
Siba kumar Panda,
B.Tech,M.Tech,MBA
Trying to be a Good Researcher cum Poet
Blog- sibakumarpanda.blogspot.in
email- panda.sibakumar08@gmail.com
contact-9438101090
Posted by ଭଗତ ରାମ କଣ୍ଟା , on 04 Jul 2017
ମୁଁ ଅନେକ ଥର ଚେଷ୍ଟା କରିଛି ପତ୍ରିକାଟିଏ ପାଇବା ପାଇଁ କିନ୍ତୁ ତାହା ମୋ ପାଇଁ ଅପହଞ୍ଚ ।କାରଣ ଆମ ପଟେ ପ୍ରାୟତଃ କମ୍ ମିଳେ ଓଡ଼ିଆ ପତ୍ରିକା ।ଏହି ପତ୍ରିକାଟି ପାଇବା ପାଇଁ ମତେ ବହୁତ କଷ୍ଟ କରିବାକୁ ପଡେ ।ଓଡିଆ ପତ୍ରିକା ପଠନ ପାଇଁ ମୁଁ ବାରମ୍ବାର ଇଣ୍ଟରନେଟରେ ଚେଷ୍ଟା କରିଛି ।ଶେଷରେ ଆପଣଙ୍କ ପତ୍ରିକା ଆହ୍ବାନ ସହ ମୋର ହେଲା ଦେଖା ।ଆପଣ ବିଶ୍ୱାସ କରିବେ କି ,ନା ମୁଁ ଜାଣେନା କିନ୍ତୁ ମୁଁ ଏକାଥରକେ ଜାନୁଆରୀ 2017 ଠାରୁ ଆରମ୍ଭ କରି ଜୁନ ପର୍ଯ୍ୟନ୍ତ ଆପଣଙ୍କ ପତ୍ରିକା ପଠନ କରିଛି।ଏବେ ମୁଁ ଆପଣଙ୍କ ଜୁଲାଇ ମାସର ପତ୍ରିକା କୁ ଅପେକ୍ଷାରତ । ଭଗତ ରାମ କଣ୍ଟା ,ଗ୍ରାମ -ଛତା। ଥାନା- କୋମନା, ଜିଲ୍ଲା -ନୂଆପଡ଼ା (ଓଡିଶା )
Posted by SWARUP KUMAR MALL, on 26 Jun 2017
I read "Aahwaan" magazine every month.A big salute to Founder and Team Associated with this noble cause to Promote Our Language Online.
I pray near Lord Jagannath and Wishing all the best for "Aahwaan" to long way to go.
Thanks to Jyoti Sir ....
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ