Posted by Lingaraj Sahu , on 16 Apr 2018
Jyoti Bhai.. Nice intitative for publishing such wonderful e-book.. Read all the stories of Apr 18 edition. Nice stories.
Thanks.. Best regards. Lord Jagannath may bless u more for your noble deeds.
Posted by PRADEEP KUMAR GOUDA , on 15 Apr 2018
ଓଡିଆ ଭାଷା ସାହିତ୍ୟର ପ୍ରସାର ନିମନ୍ତେ ସଦାସର୍ବଦା ଚେଷ୍ଟିତ ହେବା । ଆମ ପ୍ରତ୍ୟେକଟି ଓଡିଆଙ୍କ ଲକ୍ଷ୍ୟ ନିଜ ଭାଷାକୁ ସମ୍ମାନ ଦେବା ଏବଂ ନୂତନ ସାହିତ୍ୟ ସୃଷ୍ଟି କରିବା । ଯାହା ଫଳରେ ଆମ ଭାଷାର ପରିସର ଦ୍ୱିଗୁଣିତ ହେବ । ଏହି ଆଶା ବ୍ୟକ୍ତ କରିବା ସହ ଏହି ବ୍ୟବସ୍ଥାର ସଂପ୍ରସାରଣ ଅଧିକରୁ ଅଧିକ ହେଉ ଏହା ଭଗବାନଙ୍କ ଠାରେ କାମନା କରୁଛୁ ।
🙏।। ଜୟ ଜଗନ୍ନାଥ ।। 🙏
Posted by ପବିତ୍ର ଦାସ , on 14 Mar 2018
ସତରେ,ଆହ୍ବାନ ଇ-ପତ୍ରିକା ଯେତିକି ହୃଦ୍ୟ ସେତିକି ମନଛୁଆଁ ।
Posted by PRADEEP KUMAR GOUDA , on 13 Mar 2018
ଅତି ସୁନ୍ଦର ମାଧ୍ୟମ ଏହା ଅଟେ । ଅତି ସହଜରେ ଲେଖକଟି ତାର ଲେଖାକୁ ପହଁଚାଇବାରେ ସଫଳ ହେଉଛି । ତେଣୁ ଆପଣଙ୍କୁ ଅଶେଷ ଅଶେଷ ଧନ୍ୟବାଦ । ସବୁଠାରୁ ବଡ କଥା ହେଲା ଓଡିଆ ଭାଷା ସାହିତ୍ୟର ଉନ୍ନତି ପ୍ରତି ଗୁରୁତ୍ୱ ଦେବା ଆପଣଙ୍କ ପତ୍ରିକାର ଲକ୍ଷ୍ୟ। ଯାହାକି ପ୍ରତ୍ୟେକଟି ମାନସ ପଟକୁ ସ୍ପର୍ଶ କରୁଛି ।
Posted by Abanikanta Nayak, on 03 Mar 2018
Bahut sundara prayasha
Posted by BASANTA KUMAR PARIDA, on 01 Mar 2018
Jyoti Bhai, mu lekha tie upload karibaku chahunchi kemiti upload karibi.
Posted by ଜିତେନ୍ଦ୍ର କୁମାର କହଁର, on 26 Feb 2018
ମୋର କବିତା ଲେଖନୀ ର ଆରମ୍ଭ କଲେଜରେ ପଢୁଥିବା ସମୟରେ ହୋଇଥିଲା। ଇଛା ତ ରହିଥିଲା ଯେ ମୋ ଲେଖା କୁ ମଧ୍ୟ ସମସ୍ତେ ପଢନ୍ତୁ କିନ୍ତୁ ମାଧ୍ୟମର ଅଭାବ ରହିଥିଲା। ଯାହାକି ଆହ୍ବାନ ଇ-ପତ୍ରିକା ଦ୍ବାରା ପୂର୍ଣ୍ଣ ହୋଇଛି। ଆହ୍ବାନ ଇ-ପତ୍ରିକା ସହ ମୋର ସମ୍ପର୍କ ପ୍ରାୟ ତିନି ମାସ ହେବ କିନ୍ତୁ ମୋତେ ଲାଗେ ବହୁତ ଦିନରୁ ରହିଛି । ଯେତେବେଳେ ଗତ ଡିସେମ୍ବର ୨୦୧୭ ରେ ମୋର ପ୍ରଥମ ଗଳ୍ପ ଓ କବିତା ଆହ୍ବାନ ରେ ସ୍ଥାନ ପାଇଥିଲା ମୁ ବହୁତ ଖୁସି ହୋଇଥିଲି ଆଉ ଲେଖିବାକୁ ବହୁତ ପ୍ରେରଣା ପାଇଥିଲି। ଧନ୍ୟବାଦ ଆହ୍ବାନ ଇ-ପତ୍ରିକା ଧନ୍ୟବାଦ ଜ୍ଯୋତି ସାର୍ । ସମ୍ପର୍କ ଚିର ସବୁଜ ରହିଥାଉ, ଓଡିଆ ଭାଷା ଆହୁରି ସମୃଦ୍ଧ ହେଉ। 🙏🙏🙏
Posted by ଅରବିନ୍ଦ ଆଚାର୍ଯ୍ୟ, on 21 Jan 2018
ଜ୍ୟୋତିଭାଇ ଙ୍କ ଅଭିନବ ପ୍ରୟାସ ରେ ମୁକ୍ତିଲାଭ କଲା ସମ୍ପୁର୍ଣ୍ଣ ପାରିବାରିକ ଚଳଚିତ୍ର ଆହ୍ୱାନ ଆପ ।ଆସନ୍ତୁ ମିଶି ଦେଖିବା , ଲେଖିବା ଓ ଲେଖେଇବା ।
Posted by Naresh Kumar Behera , on 15 Jan 2018
Dear friends, since last two years I am acquainted with Aahwan e-magazine. It is truly amazing and making resolution in Odia literature. I'm proud of Dr. Jyoti Bhai, editor of this online magazine, who promotes our literature throughout the world with this with lot of passion and love. Thank you.
Posted by ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ,【ବେଗୁନିଆପଡା ବ୍ଳକ୍】, on 04 Jan 2018
ଓଡ଼ିଆ ଭାଷା ଓ ସାହିତ୍ୟକୁ ସୁଦୂରପ୍ରସାରୀ କରିବାକୁ ହେଲେ ଏହାକୁ ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ହେବ, ଭାଷାପ୍ରତି ବିମୁଖ ଆମ ଜାତିକୁ ଓଡ଼ିଆ ଭାଷା ଓ ସାହିତ୍ୟ ସହ ବାନ୍ଧିରଖିବାର ଏକ ସୁନ୍ଦର ପ୍ରୟାସ ପାଇଁ, ପ୍ରତିଷ୍ଠାତା ଏବଂ ଅନ୍ୟ ସହଯୋଗୀ ମାନଙ୍କୁ ଅଜସ୍ର ଧନ୍ୟବାଦ ।
【ସନ୍ତୋଷ ପଟ୍ଟନାୟକ】
Posted by ସନ୍ତୋଷ ପଟ୍ଟନାୟକ, ଗଞ୍ଜାମ,【ବେଗୁନିଆପଡା ବ୍ଳକ୍】, on 04 Jan 2018
ଆମ ଜନ୍ମଭୂମି ଓଡିଶା କୁ ଛାଡି ରୋଜଗାର ପାଇଁ ମୋଭଳି ଓଡ଼ିଆଙ୍କ ପାଇଁ , ଏହି ପତ୍ରିକା ମନ ରେ ନୂତନ ଆଶା ର ସଂଚାର କରିଛି ।
ଆଜିକାଲି ବ୍ୟସ୍ତବହୁଳ ଜୀବନରେ ଏଭଳି ପ୍ରାୟାସରେ ପତ୍ରିକାଟିଏ ପଢ଼ିବା ଅତି ସହଜବୋଧ ହୁଏ । ଆଶା କରୁଛି ପ୍ରାୟ ସବୁବର୍ଗର ଲୋକ ଏହି ପ୍ରାୟାସର ଲାଭ ନେଇ ପାରିବେ ଏବଂ ଲେଖକ/ଲେଖିକା ବନ୍ଧୁମାନେ ମଦ୍ଧ୍ୟ ବହୁତ୍ ଉପକୃତ ହୋଇପାରିବେ ।
ଏହି ପତ୍ରିକା ର ପ୍ରତିଷ୍ଠାତା ଜ୍ୟୋତି ପଟ୍ଟନାୟକମହୋଦୟଙ୍କୁ ବହୁତ୍ ବହୁତ୍ ଧନ୍ୟବାଦ ।
ଏହି ପତ୍ରିକାର ଉତ୍ତୋରତ୍ତର କାମନା ପାଇଁ ଜଗନ୍ନାଥଙ୍କ ଠାରେ ବିନତୀ ।
ସନ୍ତୋଷ ପଟ୍ଟନାୟକ , ଗଞ୍ଜାମ
【ବେଗୁନିଆପଡା ବ୍ଳକ୍】
Posted by ସାହାଣୀ ସଂଜୟ କୁମାର ଧଉଳି, on 31 Dec 2017
ନମସ୍କାର ବନ୍ଧୁ!
ସର୍ବପ୍ରଥମେ ଆପଣଙ୍କୁ ନୂତନ ବର୍ଷର ଅଭିନନ୍ଦନ!
ଅନେକ ଦିନ ତଳେ ଆପଣଙ୍କ ସହିତ କଥା ହୋଇଥିଲି | ପୁଣି ଆଜି ଆଉଥରେ ସୁଯୋଗ ମିଳିଲା |
ମୋର ଲେଖା ଆପଣଙ୍କ ପତ୍ରିକାରେ ଦେବାକୁ ଚାହୁଁଛି ଆଉ ଏକ କବିତା ମଧ୍ୟ ପଠାଉଛି |
କିଛି ସମୟ ମିଳିଲେ ମୋର ବ୍ଲଗ୍ 'ମନର କଥା'ରେ http://manarakatha.blogspot.in
ସମୟ ଦେଇ ଲେଖାଲେଖି କରେ | ଫେସବୁକ ରେ ଆପଣଙ୍କ ସହିତ ଯୋଗାଯୋଗ ଅଛି |
ମୋର ବି ଚେଷ୍ଟା ଅଛି |
http://manarakatha.blogspot.in/2017/12/aapan-aapan-nka-lekha-onlinewebblogre.html
ଓଡିଆ ଭାଷା ସାହିତ୍ୟର ବିକାଶ ହେଉ | ଗୁଗଲ୍ ରେ ଯେମିତି ଓଡିଆ ଭାଷା
ସ୍ଥାନ ପାଉ ସେଥି ଲାଗି ଆପଣଙ୍କ ଭଳି ଭାଇମାନେ ଚେଷ୍ଟା କରନ୍ତୁ | ନିଶ୍ଚୟ ସଫଳ ହେବେ |
http://manarakatha.blogspot.in/2015/11/odia-bhasha.html
ବହୁ ଦିନର ସଂଘର୍ଷ ଓ ପ୍ରୟାସ ଆପଣଙ୍କ ଜାରି ରହିଥିବାରୁ ଆପଣଙ୍କୁ ଆଉଥରେ ଧନ୍ୟବାଦ!
-ସାହାଣୀ ସଂଜୟ କୁମାର ଧଉଳି -ମନର କଥା ମୋ-୯୦୩୬୦୫୫୧୦୫
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ