ଆପଣଙ୍କ ମତାମତ ଏବଂ ବାର୍ତ୍ତା ମତାମତ ଦିଅନ୍ତୁ


ପତ୍ରିକା ପ୍ରକାଶନ ସମ୍ବନ୍ଧରେ

Posted by ପୁଷ୍ପାଞ୍ଜଳି ପଣ୍ଡା, on 09 Nov 2018

ଆହ୍ୱାନପରି ଏକ ଅନନ୍ୟ ଓଡ଼ିଆ ପତ୍ରିକା ପ୍ରକାଶ କରୁଥିବା ଯୋଗୁଁ ଅଶେଷ ଧନ୍ୟବାଦ।


Paprika upalakhye

Posted by Gouri panda , on 27 Oct 2018

ଓଡିଶା ରେ ଏହିପରି ଏକ ଓଡ଼ିଆ ପତ୍ରିକା ପ୍ରକାଶ କରୁଥିବା ଯୋଗୁଁ ଅଶେଷ ଧନ୍ୟବାଦ।


Bahut sundar magazine

Posted by Sasmita Sahoo, on 04 Oct 2018

Bhai, aha uchakotira abam badhia prayasa. aama matrubhasara prasar aau prachar nimante..ta sahita aame odisha tharu durare rahi bi payrika ghare basi padhi paruchhu. aahuri aagaku jaantu.thanks Aahwaan.


sundar e patrika

Posted by sidheswar tripathy, on 27 Aug 2018

sampadaka mahasaya pranaam . ahwan e patrika bahut bhala laguchhi . kabita galpa ebanga anyana bibhaaga gudika manachhuaan nischaya . august masare santosh pattnayaknka galpa pahili prema bahut bhala lagilaa. dhanyabad ahwan . karmakartaanka kaarjyaku saadhubaad . sidheswar tripathy 8018646704


Great

Posted by Subhransu sekhar sahoo, on 04 Jul 2018

I came to this site after read in a website about this. I can not say how much happy i am after came this site. Ahwan is exactly what am looking for. Thank. Thanks a lot....


ଭଲ ପତ୍ରିକା

Posted by ପ୍ରଫୁଲ୍ଲ ଚଂଦ୍ର ପାଢୀ, on 24 Jun 2018

ଆହ୍ୱାନ ପାଇଁ ଆପଣଂକ ପ୍ରୟାସ ଅଭିନଂଦନୀୟ। ପ୍ରଫୁଲ୍ଲ ଚଂଦ୍ର ପାଢୀ


ଆହ୍ବାନ ପତ୍ରିକା ଦୀର୍ଘଜୀବି ହେଉ ।

Posted by ପବିତ୍ର ଦାସ , on 11 Jun 2018

ଆହ୍ବାନ ଇ-ପତ୍ରିକାର ପ୍ରଚେଷ୍ଟିତ ଉଦ୍ୟମ ସ୍ବାଗତ ଯୋଗ୍ୟ। ସବୁବର୍ଗର ବ୍ୟକ୍ତି ବିଶେଷଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଥାଏ ।ଧନ୍ୟବାଦ ଭାଇ


ଆହ୍ବାନ ପତ୍ରିକା ଦୀର୍ଘଜୀବି ହେଉ ।

Posted by ପବିତ୍ର ଦାସ , on 11 Jun 2018

ଆହ୍ବାନ ଇ-ପତ୍ରିକାର ପ୍ରଚେଷ୍ଟିତ ଉଦ୍ୟମ ସ୍ବାଗତ ଯୋଗ୍ୟ। ସବୁବର୍ଗର ବ୍ୟକ୍ତି ବିଶେଷଙ୍କୁ ନିଜ ହୃଦୟରେ ସ୍ଥାନ ଦେଇଥାଏ ।ଧନ୍ୟବାଦ ଭାଇ


ବହୁତ ଭଲ ଲାଗିଲା

Posted by ଭରତ ମେହେର, on 18 May 2018

ସାର ନମସ୍କାର ମତେ ବହୁତ ଖୁସି ଲାଗିଲା କାହିଁକି ନା ମତେ ବି ଇ‐ପ୍ରତିକାରେ ଠାନ ମିଲିଲା ଆଉ ଏମିତି ଠାନ ମିଲୁବଲି ମୋ ଆଶା ଆଉ ଏହି ପ୍ରତିକାକୁ ପଢିବା କୁ ବହୁତ ଭଲ ଲାଗୁଛି ।


ଓଡିଆ ଭାଷା ପ୍ରୀତି

Posted by ପ୍ରଦୀପ କୁମାର ଗୌଡ , on 12 May 2018

ଓଡିଆ କହିବା ,ଲେଖିବା ଏବଂ ଏହାର ସମୃଦ୍ଧି ,ପ୍ରଚାର ଓ ପ୍ରସାର ନିମନ୍ତେ ଚେଷ୍ଟା କରିବା ।


ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ।

Posted by PRADEEP KUMAR GOUDA , on 19 Apr 2018

ଓଡିଆ ଭାଷାର ନିକଟର ହେବା ପାଇଁ ଏ ଦିଗରେ ସଦାସର୍ବଦା ଚେଷ୍ଟିତ ହେବା । ନୂତନ ସାହିତ୍ୟ ସୃଷ୍ଟି ପାଇଁ ପ୍ରେରଣା ଯୋଗାଇବା । ତେବେ ନିଶ୍ଚିତରୂପେ ଓଡିଆ ଭାଷା ସାହିତ୍ୟର ସମୃଦ୍ଧି ହୋଇପାରିବ । ଆପଣଙ୍କର ଏହି ସୁନ୍ଦର ବ୍ୟବସ୍ଥା ଦ୍ୱାରା ନୂତନ ଲେଖକଙ୍କ ପାଇଁ ଏକ ଉତ୍ସାହ ସୃଷ୍ଟି କରିବାରେ ଲାଗିଛି । ସେମାନେ ସେମାନଙ୍କ ଲେଖା ଗୁଡିକୁ ଅତି ସହଜରେ ଲୋକାର୍ପିତ କରିବାରେ ସକ୍ଷମ ହୋଇ ପାରୁଛନ୍ତି । ଧନ୍ୟବାଦ ସମ୍ପାଦକ ମହାଶୟ । ଆପଣଙ୍କର ଏହି ବ୍ୟବସ୍ଥା ସଦାସର୍ବଦା ନୂତନତାର ଦିଗ ପାଇଁ କାର୍ଯ୍ୟ କରୁ । 🙏 ।। ଜୟ ଜଗନ୍ନାଥ ।। 🙏


Thanks..

Posted by Lingaraj Sahu , on 16 Apr 2018

Jyoti Bhai.. Nice intitative for publishing such wonderful e-book.. Read all the stories of Apr 18 edition. Nice stories. Thanks.. Best regards. Lord Jagannath may bless u more for your noble deeds.


ଆପଣଙ୍କ ମତାମତ ଦିଅନ୍ତୁ

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା!


ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ୤ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ୤ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤