favicon ଆହ୍ବାନ ଓଡ଼ିଆ ବ୍ଲଗ୍
FB TT GG

ଆହ୍ବାନ ଓଡ଼ିଆ ବ୍ଲଗ୍

ଆସ ଓଡ଼ିଆରେ ଲେଖିବା, ପଢ଼ିବା ଓ ପଢ଼ାଇବା

ସିକ୍ରେଟ୍ ସୁପରଷ୍ଟାର୍ : ଦେଖିବେ ନା ନାହିଁ ! ସିକ୍ରେଟ୍ ସୁପରଷ୍ଟାର୍ : ଦେଖିବେ ନା ନାହିଁ !

ବିଗତ ସପ୍ତାହରେ ମୁକ୍ତିଲାଭ କରିଥିଲା ଦୁଇଟି ହିନ୍ଦୀ ଚଳଚ୍ଚିତ୍ର୤ ଦିପାବଳୀ ଉତ୍ସବ ପରିପ୍ରେକ୍ଷୀରେ ମୁକ୍ତିଲାଭ କରିଥିବା ଏହି ଦୁଇ ଚଳଚ୍ଚିତ୍ର ପ୍ରତିଦ୍ବନ୍ଦିତାରେ ଛନ୍ଦି ହୋଇ ପଡ଼ିବା ସ୍ବାଭାବିକ କଥା୤ ଏହି ଦୁଇଟି ଚଳଚ୍ଚିତ୍ରର କାହାଣୀ ଭିନ୍ନ ସ୍ବାଦର୤ ଗୋଟିଏ ଚଳଚ୍ଚିତ୍ର ଗମ୍ଭୀର ହୋଇଥିବା ବେଳେ ଅନ୍ୟଟି ବ୍ୟଙ୍ଗାତ୍ମକ ହୋଇଛି୤ ବର୍ତ୍ତମାନ ଆମେ ଚର୍ଚ୍ଚା କରିବା ‘ସିକ୍ରେଟ୍ ସୁପରଷ୍ଟାର୍’ ଚଳଚ୍ଚିତ୍ର ବିଷୟରେ୤ ଆମୀର ଖାନ୍ ପ୍ରଡକ୍ସନ୍‌ ଦ୍ବାରା ନିର୍ମିତ ଏବଂ ଅଭିନିତ ଏହି ଚଳଚ୍ଚିତ୍ର ଅନେକ ସମୀକ୍ଷକଙ୍କୁ ଆମୋଦିତ କରିଛି ଏବଂ ଏହାକୁ ଅନେକେ ଭଲ ସମୀକ୍ଷା ଦେଇଛନ୍ତି ମଧ୍ୟ୤ ଚଳଚ୍ଚିତ୍ରଟି ବହୁତ ଭଲ ହୋଇଛି ବୋଲି ମଧ୍ୟ ଅନେକେ ମତ ଦେଇଛନ୍ତି୤ ଗୋଟିଏ ସାଧାରଣ ପରିବ

Read More ...!
ନା ସେ ମୋ ସମ୍ମାନ ପାଇବାକୁ ହକଦାର ନୁହନ୍ତି! ନା ସେ ମୋ ସମ୍ମାନ ପାଇବାକୁ ହକଦାର ନୁହନ୍ତି!

ଦେଶର ନିର୍ବାଚିତ ପ୍ରଧାନମନ୍ତ୍ରୀଙ୍କୁ ସମଲିଙ୍ଗୀ ଆଉ ମା’ ମାନଙ୍କୁ ଯୌନଦାସୀ କହୁଥିବା ଜଣେ ମହିଳାଙ୍କ ପାଇଁ ମୁଁ ଶୋକ ପାଳିବି କାହିଁକି? ସେପ୍ଟେମ୍ବର ୫ ତାରିଖ ସନ୍ଧ୍ୟାରେ କର୍ଣ୍ଣାଟକରେ ଜଣେ ମହିଳା ସାମ୍ବାଦିକା ଗୌରୀ ଲଙ୍କେଶଙ୍କୁ ତିନିଜଣ ଅଜଣା ଆତତାୟୀ ତାଙ୍କ ଘର ସମ୍ମୁଖରେ ଗୁଳି କରି ହତ୍ୟା କରିଥିଲେ୤ ଏହା ଏକ ଦୁଃସମ୍ବାଦ ନିଶ୍ଚୟ୤ କର୍ମଜୀବି ସାମ୍ବାଦିକାଙ୍କୁ ହତ୍ୟା କରାଯିବା ଅନୁଚିତ୤ ସମ୍ବାଦଦାତା ହେଉଛନ୍ତି ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ୤ ଆବଶ୍ୟକ ହେଲେ ସରକାରଙ୍କ ଭୁଲ ନିଷ୍ପତ୍ତି ବିରୁଦ୍ଧରେ ଯଦି କେହି ସ୍ବର ଉତ୍ତୋଳନ କରିପାରେ ତା ହେଲେ ସେ ହେଉଛନ୍ତି ଏହି ସବୁ ନିର୍ଭୀକ ସାମ୍ବାଦିକ ଗୋଷ୍ଠୀ୤ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡର କିଛି ସମୟପରେ ହିଁ ଏହି ଖବର ସ

Read More ...!
ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ କିଏ ? ଗୌରୀ ଲଙ୍କେଶଙ୍କ ହତ୍ୟାକାରୀ କିଏ ?

ଗୌରୀ ଲଙ୍କେଶ୍ ବୋଲି ଗୋଟିଏ ନାଁ ମୁଁ ଗତକାଲି ସନ୍ଧ୍ୟାଯାଏଁ ଶୁଣିନଥିଲି୤ ଯେତେବେଳେ ଏହି ନାଁ ଏବଂ ଏହା ସଂଲଗ୍ନ ଗୋଟିଏ ଛବି ବାରମ୍ବାର ଫେସବୁକରେ ଦେଖିଲି ଜାଣିବାକୁ ପାଇଲି୤ ଶୁଣି ଅତ୍ୟନ୍ତ ଦୁଃଖ ଲାଗିଲା ଯେ ଏହି ମହିଳା ସାମ୍ବାଦିକା ଜଣଙ୍କୁ ଅଜଣା ଆତତାୟୀମାନେ ତାଙ୍କ ଘର ସମ୍ମୁଖରେ ହିଁ ଗୁଳିମାରି ହତ୍ୟା କରିଛନ୍ତି୤ ଏବଂ ଅନେକ ଏହି ହତ୍ୟାକାଣ୍ଡ ପଛରେ ହିନ୍ଦୁତ୍ବବାଦୀ ଶକ୍ତିମାନଙ୍କର ହାତ ଥିବା କଥା କହିଛନ୍ତି୤ ଆଶ୍ଚର୍ଯ୍ୟର କଥା, ହତ୍ୟାକରିଥିବା ବ୍ୟକ୍ତିମାନେ ବର୍ତ୍ତମାନ ସୁଦ୍ଧା ଗିରଫ ହୋଇନଥିବା ସତ୍ତ୍ବେ କେମିତି ଲୋକମାନେ ଜାଣିପାରିଲେ ଯେ ତାଙ୍କୁ ହିନ୍ଦୁତ୍ବବାଦୀ ଶକ୍ତିମାନେ ମାରିଛନ୍ତି? ଆଉ କିଛି ବନ୍ଧୁ ଅତ୍ୟନ୍ତ ଅଶାଳୀନ ଭାଷାରେ ଏହାପାଇଁ ସରକାର ତଥା ପରୋକ

Read More ...!
ବ୍ଲୁ ହ୍ବେଲ୍ ମାତ୍ର ଏକ ଖେଳ ନା ଆଉ କିଛି? ବ୍ଲୁ ହ୍ବେଲ୍ ମାତ୍ର ଏକ ଖେଳ ନା ଆଉ କିଛି?

ବିଗତ ଦିନରେ ସାମାଜିକ ଗଣମାଧ୍ୟମରେ ଏକ ଅତ୍ୟନ୍ତ ଭୟଙ୍କର ଖେଳ ବିଷୟରେ ଚର୍ଚ୍ଚାମାନ ପ୍ରକାଶିତ ହେବାକୁ ଲାଗିଛି୤ ବିଶ୍ବର ଅନେକ ଦେଶରେ ଏହି ଖେଳ ଦ୍ବାରା ହେଉଥିବା ଭୟାବହ ପରିଣାମକୁ ଦେଖି ଭାରତରେ ଆମକୁ ସଚେତନ କରାଇବା ଉଦ୍ଦେଶ୍ୟରେ ଅନେକ ଲେଖା ପ୍ରକାଶିତ ଓ ପ୍ରସାରିତ ହୋଇଥିବା ସତ୍ତ୍ବେ ଭାରତରେ ମଧ୍ୟ ଏହି ଖେଳ ଦ୍ବାରା ଜୀବନହାନୀ ହେବା ଭଳି ଖବର ଶୁଣିବାକୁ ମିଳିଛି୤ ବ୍ଲୁ ହ୍ବେଲ୍ ନା ଏକ ମାଛ ନା ଆଉ କିଛି, ଏହା ଏକ ଭୟଙ୍କର ଖେଳ ଯାହା ବର୍ତ୍ତମାନ ମଧ୍ୟ ଅନେକଙ୍କ ଭାବନାରୁ ବହୁତ ଦୂରରେ ରହିଛି୤ ଏହା ଏକ ଦୁଃସାହସିକ କାର୍ଯ୍ୟାବଳୀ କରାଉଥିବା ଖେଳ ଯେଉଁଥିରେ ନିଜ ହାତରେ ଧାରୁଆ ଅସ୍ତ୍ର ଦ୍ବାରା ଏକ ତିମି ମାଛର ପ୍ରତିଛବି ଆଙ୍କିବାଠାରୁ ଆରମ୍ଭ କରି ଉଚ୍ଚ ଅଟ୍ଟାଳିକାରୁ ତଳକୁ ଲମ୍

Read More ...!
ଗାଡ଼ି ହେଲ୍‌ମେଟ୍ ଚେକିଂ ନାମରେ ପୋଲିସ ଜୂଲୁମ୍ ? ଗାଡ଼ି ହେଲ୍‌ମେଟ୍ ଚେକିଂ ନାମରେ ପୋଲିସ ଜୂଲୁମ୍ ?

ବିଗତ ଦିନରେ ଓଡ଼ିଶାର ପ୍ରାୟ ସମସ୍ତ ସହରରେ ଦ୍ବିଚକ୍ରଯାନ (ବାଇକ୍) ଚାଳକ ମାନଙ୍କୁ ହେଲମେଟ୍ ପିନ୍ଧିବାକୁ ବାଧ୍ୟତାମୂଳକ କରି ଦିଆଯାଇଛି୤ ବିନା ହେଲମେଟରେ ପେଟ୍ରୋଲ ପମ୍ପ ମାନଙ୍କରେ ପେଟ୍ରୋଲ ପକାଇବାକୁ ମନା କରି ଦିଆଯାଇଛି୤ ଏବଂ ଏହାକୁ କଡ଼ାକଡ଼ି ଭାବରେ ପାଳନ କରିବାପାଇଁ ସ୍ଥାନେ ସ୍ଥାନେ ଗାଡ଼ି ଚେକିଂ କରିବା କାମ ବି ଚାଲିଛି୤ ବିନା ହେଲମେଟ୍‌ରେ ବାଇକ୍ ଚାଳକ ମାନଙ୍କୁ ଜୋରିମାନା ଦେବାକୁ ପଡୁଛି୤ ଏହାକୁ ନେଇ ଅନେକ ଆନ୍ଦୋଳନ ସୃଷ୍ଟି ହେଲାଣି୤ ସୋସିଆଲ୍ ମେଡ଼ିଆରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଖିବାକୁ ମିଳୁଛି୤ ଜଣେ ସଦସ୍ୟ ଲେଖିଥିଲେ ଯେ ଏହା ପୋଲିସ ମାନଙ୍କ ଜୁଲମ୍ ଏବଂ ସେମାନେ ବିନା କାରଣରେ ବାଇକ୍ ମାଲିକମାନଙ୍କୁ ହଇରାଣ କରୁଛନ୍ତି୤ ଏହା ଗରୀବ ଲୋକଙ୍କ ପ୍ର

Read More ...!
ମୋତେ ହିନ୍ଦୀ ଆସେନି !!! ମୋତେ ହିନ୍ଦୀ ଆସେନି !!!

ବିଗତ ଦିନରେ ଓଡ଼ିଶାର ଜଣେ ସାଂସଦ ନିଜ ପାଖକୁ ହିନ୍ଦୀ ଭାଷାରେ ଆସିଥିବା ପତ୍ରର ଉତ୍ତରରେ କେନ୍ଦ୍ରୀୟ ମନ୍ତ୍ରୀଙ୍କୁ ରୋକଠୋକ୍ ଭାବରେ ଲେଖି ଜଣାଇଦେଲେ ଯେ ସେ ହିନ୍ଦୀ ଜାଣନ୍ତି ନାହିଁ୤ ଯେ ହେତୁ ଓଡ଼ିଶା ଏକ ସି କ୍ୟାଟେଗୋରୀ ରାଜ୍ୟ ତେଣୁ ଏଠାରେ କେବଳ ଓଡ଼ିଆ କିମ୍ବା ଇଂରାଜୀ ଭାଷାରେ ହିଁ ସରକାରୀ କାମ ହୋଇପାରିବ୤ ସେ ନିଜ ଚିଠିରେ ଏହା ଉଲ୍ଲେଖ କରି ପ୍ରତ୍ୟୁତ୍ତର ଦେଇଛନ୍ତି୤ କିନ୍ତୁ ଏହା ପରେ ସୋସିଆଲ୍ ମିଡ଼ିଆ ସମେତ ବିଭିନ୍ନ ଗଣମାଧ୍ୟମରେ ଏହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି୤ ଏହାର ସମର୍ଥନରେ ଯେତେ ଲୋକ ଆସୁଛନ୍ତି ଏହାକୁ ବିରୋଧ କରି ଅନେକ ଲୋକ ମଧ୍ୟ ମନ୍ତବ୍ୟ ଦେବାକୁ ପଛାଉ ନାହାନ୍ତି୤ ସାଂସଦ ତଥାଗତ ଶତପଥୀ ନିଜର ବ୍ୟକ୍ତିତ୍ବ ପାଇଁ ଓଡ଼ିଶାରେ ବେଶ ଜଣାଶୁଣା ଏବଂ ରାଜନୀତିର

Read More ...!
କାହିଁକି ଗୁରୁମିତ୍ ରାମରହିମ ମାମଲାରେ ସରକାର ଦୋଷୀ ନୁହନ୍ତି! କାହିଁକି ଗୁରୁମିତ୍ ରାମରହିମ ମାମଲାରେ ସରକାର ଦୋଷୀ ନୁହନ୍ତି!

ଦେଶର ଆଇନ ବ୍ୟବସ୍ଥାକୁ ଅପମାନିତ କରିବା, ହିଂସା ଉସୁକାଇବା, ବର୍ଣ୍ଣାଢ୍ୟ ଜୀବନଯାପନ କରିବ ଏବଂ ଭଗବତ୍ ତତ୍ତ୍ବର ଜ୍ଞାନ ଦେବା?ଏହାକୁ ଲୋକମାନେ ତିରସ୍କାର କରିବା ଉଚିତ୤ଯଦି ଲୋକମାନେ କିଛି କରିପାରିବେ ନାହିଁ, ତା ହେଲେ ସରକାର କିଛି କରିବ ବୋଲି ଆଶା କରିବା ନିରର୍ଥକ୤ ଧର୍ମ ଏକ ବୃହତ ବିଷୟ, ଯାହା ନିରବତାର ସହ ଶାନ୍ତିର ସହ ପାଳନ କରାଯାଏ୤ କିନ୍ତୁ ବାବା ରାମ ରହିମଙ୍କ ନିର୍ଦ୍ଦେଶରେ ଦେଶର ଏକ ବୃହତ ଅଞ୍ଚଳରେ ଦଙ୍ଗା ପରି ପରିସ୍ଥିତି ସୃଷ୍ଟି ହୋଇଗଲା, ଏହା କୌଣସି ଧର୍ମଗୁରୁଙ୍କ ଆଚରଣ ନୁହେଁ୤ ତେଣୁ ବସ୍ତୁତଃ ତାଙ୍କୁ ଧର୍ମଗୁରୁ ବୋଲି ମାନିବା ହିଁ ଲୋକମାନଙ୍କ ପ୍ରଥମ ମୁର୍ଖତା୤ ତାଙ୍କର ଆଚରଣ ହେତୁ ପଞ୍ଜାବ ଓ ହରିଆଣାରେ ହେଉଥିବା ଦଙ୍ଗାରେ ନଷ୍ଟ ହୋଇଥିବା ବସ୍ତୁ ସମେତ ମାନସିକ ବି

Read More ...!
ଗଭୀର ଆତ୍ମଚିନ୍ତନର ସମୟ ଆସିଛି ଗଭୀର ଆତ୍ମଚିନ୍ତନର ସମୟ ଆସିଛି

ବର୍ଷ ୨୦୦୨ରେ ନିଜର ଦୁଇଜଣ ଶିଷ୍ୟାଙ୍କୁ ଯୌନ ନିର୍ଯ୍ୟାତନା ଦେଇଥିବା ଏକ ମାମଲାର ଶୁଣାଣୀକରି ହରିଆନାର ସର୍ବୋଚ୍ଚ ନ୍ୟାୟାଳୟ ଶିଖ ମାନଙ୍କର ପ୍ରମୁଖ ସଂସ୍ଥା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁ ରାମରହିମ ସିଂହ ଇନ୍‌ସାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି୤ କିନ୍ତୁ ଚିନ୍ତାର ବିଷୟ ହୋଇଛି ଯେ ବାବାଙ୍କୁ ଦୋଷୀ ବୋଲି କହିବା ପରେ ପରେ ତାଙ୍କର ଭକ୍ତମାନଙ୍କ ଦ୍ବାରା ଛଅଟି ରାଜ୍ୟରେ ହିଂସାକାଣ୍ଡ ଘଟି କୋଟି କୋଟି ଟଙ୍କାର ଧନସମ୍ପତ୍ତି ହାନି ହେବା ସହ ୩୨ ଜଣ ପ୍ରାଣ ହରାଇଛନ୍ତି୤ ସୂଚନାଯୋଗ୍ୟ ଯେ ଏହି ମାମଲାର ଶୁଣାଣୀ ଅନେକ ବର୍ଷ ଧରି ଚାଲିଥିଲା ଏବଂ ଏହାର ଶେଷ ଶୁଣାଣୀ ଗତକାଲି ଥିବାବେଳେ ଏହି ଶୁଣାଣୀକୁ ବାବା ଗୁରୁମିତ୍ ନିଜର ପ୍ରଶଂସକ ଓ ଭକ୍ତଙ୍କ ଗହଣରେ ପ୍ରାୟ ଅଢ଼େଇଶହ ମୂଲ୍ୟବାନ

Read More ...!
ଲୋକମାନେ ମନ୍ଦିରରେ ଦାନ କରନ୍ତି କାହିଁକି ? ଲୋକମାନେ ମନ୍ଦିରରେ ଦାନ କରନ୍ତି କାହିଁକି ?

ବିଗତ ଦିନରେ ଗୋଟିଏ ଫେସବୁକ ପୋଷ୍ଟରେ ଦେଖିଲି ଜଣେ ବ୍ୟକ୍ତି ପୋଷ୍ଟ୍ ଟିଏ ଦେଇଥିଲେ, ଯେଉଁଠି ସେ ଲେଖିଥିଲେ ଯେ ହିନ୍ଦୁମାନେ ମନ୍ଦିର ହୁଣ୍ଡିରେ ଧନ ଦାନ କରି ସ୍ବର୍ଗପ୍ରାପ୍ତିପାଇଁ ଟିକେଟ୍ ପାଉଛନ୍ତି୤ ସେ କରିଥିବା ଏହି ପୋଷ୍ଟକୁ ନେଇ ଅନେକ ବନ୍ଧୁ ଅନେକ ପ୍ରକାରର ମନ୍ତବ୍ୟ ଦେଇଛନ୍ତି୤ ଧାର୍ମିକ ଭାବନା ରଖୁଥିବା ବନ୍ଧୁମାନେ ଏହାକୁ ନେଇ ଆହତ ହୋଇଥିବା ସ୍ପଷ୍ଟ କିନ୍ତୁ କେହି ବି ଏହାକୁ ନେଇ ମନ୍ତବ୍ୟ ଦେବାକୁ ଉଚିତ ମନେ କରିନାହାନ୍ତି୤ ଯୁକ୍ତି କରିବା ସମ୍ଭବତଃ ସମସ୍ତଙ୍କ ପକ୍ଷରେ ସମ୍ଭବ ନାହିଁ୤ ଧାର୍ମିକ ଭାବନା ସମ୍ପୂର୍ଣ୍ଣ ବ୍ୟକ୍ତିଗତ ବ୍ୟାପାର ଏହା ବିଶ୍ବାସ ଭିତ୍ତିରେ ହେଉଥିବା ହେତୁ ଏହାକୁ ନେଇ ଯୁକ୍ତିକରିବା ବା ପ୍ରମାଣ ଦେବା ଆଦି ସମ୍ଭବ ନୁହେଁ୤ ସେ ଯା ହେଉ ଆମେ ଏହ

Read More ...!
ସୋସିଆଲ୍ ନେଟ୍‌ୱାର୍କରେ ଏ କଣ ହେଉଛି ? ସୋସିଆଲ୍ ନେଟ୍‌ୱାର୍କରେ ଏ କଣ ହେଉଛି ?

ବିଗତ ଦିନରେ ସୋସିଆଲ୍ ନେଟ୍‌ୱାର୍କିଂ ସାଇଟ୍ ମାନଙ୍କରେ ଏକ ଭିଡ଼ିଓ ପ୍ରଚୁର ଭାବରେ ବ୍ୟାପିଥିଲା (ଭାଇରାଲ୍ ହେଲା)୤ ଦୁଇଜଣ ଝିଅ ଜଣେ ପୁଅକୁ କୌଣସି ଏକ ସ୍ଥାନରେ ବିଭିନ୍ନ ପ୍ରକାର ଆକ୍ଷେପ ଦେଇ ଗାଳିଗୁଲଜ କରିବା ସହ ମାଡ଼ ମାରୁଥିବାର ଦୃଶ୍ୟ ଦେଖାଗଲା୤ ଏହାକୁ ଦେଖିବା ଲୋକ ତୁରନ୍ତ ଭିଡ଼ିଓରେ ଦେଖାଯାଉଥିବା ପୁଅକୁ ଦୋଷୀ ବୋଲି ଧରିନେଲେ ଆଉ ନିନ୍ଦା କରିଲେ୤ ଝିଅମାନଙ୍କର ସାହାସକୁ ସାବାସୀ ବି ଦେଲେ୤ ପରେ ପରେ ଓଡ଼ିଶାର ଅନେକ ଗଣମାଧ୍ୟମରେ ଏହି ବାବଦରେ ବିସ୍ତୃତ ରିପୋର୍ଟ୍ ମାନ ଛପିଲା୤ ନାରୀ ସଶକ୍ତିକରଣ ପାଇଁ କାମ କରୁଥିବା କିଛି ବୁଦ୍ଧିଜୀବି ଏହାର ଉଦାହରଣ ଦେଇ ଜଣାଇ ଦେଲେ ଯେ ଏବେ ଆଉ ମହିଳା ମାନେ ଅସହାୟା ନୁହନ୍ତି୤ ଏହି ସମସ୍ତ ପ୍ରକରଣରେ ଅନ୍ତର୍ଭୂକ୍ତ ଥିବା ପୁଅଟି ନିର୍ବିକା

Read More ...!
ଓଡ଼ିଶାରେ ବୋଲ୍‌ବମ୍ ସଂସ୍କୃତି ଓଡ଼ିଶାରେ ବୋଲ୍‌ବମ୍ ସଂସ୍କୃତି

ଶ୍ରାବଣମାସ ଚାଲିଛି, ଶନିବାର ରବିବାର ହୋଇଗଲେ ଲାଗୁଛି ସମୁଦାୟ ରାଜ୍ୟ ଗେରୁଆ ରଙ୍ଗରେ ରଙ୍ଗୀନ ହୋଇଯାଉଛି୤ ରାସ୍ତାଘାଟ, ବସ୍ ଆଡ୍ଡା, ମନ୍ଦିର ପ୍ରାଙ୍ଗଣ, ଯେଉଁଠି ଦେଖ ସେଇଠି ଏହି ଗେରୁଆ ବସନ ପିନ୍ଧା ଭକ୍ତମାନଙ୍କ ଗହଳ ଚହଳ ଦେଖାଯାଉଛି୤ ଆଉ ସେମାନଙ୍କୁ ନେବା ଆଣିବା କରିବାପାଇଁ ସୁସଜ୍ଜିତ ଯାନବାହାନ, ଉଚ୍ଚସ୍ବରରେ ବାଜୁଥିବା ବାଦ୍ୟଯନ୍ତ୍ର, ଡିଜେ ଆହୁରି ଅନେକ କିଛି୤ ରାସ୍ତା ପାର୍ଶ୍ବରେ ଅସ୍ଥାୟୀ ଆଶ୍ରୟସ୍ଥଳୀ୤ ମାଗଣାରେ ଭୋଜନର ବ୍ୟବସ୍ଥା, ଆରାମ କରିବାପାଇଁ ବ୍ୟବସ୍ଥା ଆଦି ଦେଖିବାକୁ ମିଳୁଛି୤ ବଜାରରେ ଗେରୁଆ ବସନର ବିକ୍ରୟ ବହୁପରିମାଣରେ ବୃଦ୍ଧିପାଉଛି ନିଶ୍ଚୟ ଏହାର ଉଦାହରଣ ରାସ୍ତାରେ ଠେଲା ଗାଡ଼ିରେ ଏବଂ ଉଠା ଦୋକାନ ମାନଙ୍କର ଅଚାନକ ବୃଦ୍ଧି୤ ଏମାନେ କିଏ ଏବଂ ଏହି ବୋଲ

Read More ...!
ଅତୀତର ବ୍ୟବଚ୍ଛେଦ ନ କରି ଆଗକୁ ବଢ଼ିବା ହିଁ ଜୀବନ! ଅତୀତର ବ୍ୟବଚ୍ଛେଦ ନ କରି ଆଗକୁ ବଢ଼ିବା ହିଁ ଜୀବନ!

ବେଳେ ବେଳେ ଅତୀତର ବିଶିଷ୍ଟ ରାଜନୈତିକ ବ୍ୟକ୍ତିତ୍ବ ମାନଙ୍କ ବିଷୟରେ ଅତ୍ୟନ୍ତ ଅଶାଳୀନ ଏବଂ ଅଭଦ୍ରୋଚିତ କଥା ସବୁ ଶୁଣିବାକୁ ମିଳେ୤ ଏହାକୁ ଲେଖୁଥିବା ବ୍ୟକ୍ତିମାନେ ବିଭିନ୍ନ ସୂତ୍ରରୁ ସେ ସବୁ ପାଇଥିବା କଥା ଉଲ୍ଲେଖ ମଧ୍ୟ କରିଥାନ୍ତି୤ ସ୍ଥଳ ବିଶେଷରେ ଯେଉଁ ସୂତ୍ରରୁ ସେ ନିଷ୍କର୍ଶ ଉଦ୍ଧୃତ ହୋଇଥାଏ ତାହାର ବିବରଣୀ ମଧ୍ୟ ଦେଇଥାନ୍ତି୤ କିନ୍ତୁ ପ୍ରଶ୍ନ ଉଠେ ଯେଉଁ ବ୍ୟକ୍ତିତ୍ବ ନିଜ ଜୀବଦ୍ଦଶାରେ ଅନେକ ସୁକର୍ମ କରି ସଂସାର ତ୍ୟାଗ କରିଥାଏ ତାହାର ବ୍ୟକ୍ତିଗତ ଜୀବନକୁ ସାର୍ବଜନୀନ କରାଯାଇ ନିନ୍ଦିତ କରିବାର ଅପପ୍ରୟାସ କଣ ଠିକ୍ ? ସେ ମହାତ୍ମା ଗାନ୍ଧୀ ହୁଅନ୍ତୁ ବା ଜବାହାରଲାଲ୍ ନେହେରୁ କିମ୍ବା ଇନ୍ଦିରା ଗାନ୍ଧୀ ଅବା ସୋନିଆ ଗାନ୍ଧୀ୤ କିଛି ଲୋକ ଏମାନଙ୍କ ବିଷୟରେ ଏମିତି କିଛି

Read More ...!