ଆସିଲୁ ଯେବେ ପ୍ରିୟା ମୋ ଜୀବନରେ
ତୋ ପ୍ରେମରେ ଭିଜିଗଲି ପ୍ରେମଋତୁରେ
ସବୁ ଋତୁ ପରି ପ୍ରେମ ଋତୁ ନିଆରା
ଆଖିରେ ଆଖିରେ ଦେଲୁ ତୁ ଇଶାରା
ମିଠା ମିଠା କଥାରେ ତୋତେ ଭଲ ପାଇଲି
ପ୍ରେମରେ ପ୍ରେମରେ ସବୁ ଭୁଲିଗଲି
ହାତ ଧରି ଚାଲୁଥିବା ଅସରନ୍ତି ବାଟ
ସାଥୀ ହୋଇ ରହିଥିବା ଏ ଜୀବନଯାକ
ରଖିଛି ତୋତେ ନେଇ ଏ ହୃଦୟରେ
ରହିଛୁ ରହିବୁ ସଦା ତୁ ମୋ ସାଥିରେ
ପ୍ରେମ ଋତୁ ହେଲେ ଦେହେ ଲାଗେ ରଙ୍ଗ
ଏ ରଙ୍ଗ ଛାଡ଼ିବନି ସେ ତ ଖୁସିର ତରଙ୍ଗ
ରାହାମା, ଜଗତସିଂହପୁର, ଓଡ଼ିଶା
ଭ୍ରାମ୍ୟଭାଷ : ୯୮୬୧୬୨୦୯୨୪
Go Back to Previous Page
ପୂଜିବି ତବ ପୟର
ସୁଶ୍ରୀ ମିନତୀରାଣୀ ମେଣ୍ଡିଲି
Read Article
ତଟିନୀ ବେଳାରେ
ପବିତ୍ର ଦାସ
Read Article
ଓଡ଼ିଆ ଭାଷା ଓ ସାହିତ୍ୟର ସମୃଦ୍ଧି ଏବଂ ପ୍ରସାର ପାଇଁ ଆମେ ସର୍ବଦା ଆପଣଙ୍କ ସହାୟତା ଆବଶ୍ୟକ କରୁଛୁ ଆପଣ ଓଡ଼ିଆ ଭାଷାରେ ଲେଖାଲେଖି କରୁଛନ୍ତି କି ? ଯଦି ହଁ, ତେବେ ଆଜି ହିଁ ଆମ ସହ ସମ୍ପର୍କ କରନ୍ତୁ ଆସନ୍ତୁ ଆମେ ମିଶି ଆମ ଭାଷା ଓ ସାହିତ୍ୟର ଉନ୍ନତି ହେତୁ କାମ କରିବା
ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ